ତେଲେଙ୍ଗାନାର ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ପଛରେ ଏକ ବସ୍ ପିଟି ହେବାରୁ ଏହି ଦୁର୍ଘଟଣାରେ ୪ ମୃତ୍ୟୁ ହୋଇଛି ୧୮ ଆହତ । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି।
Related Posts

ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ଶୁକ୍ରବାର ଦିନ ଏହି ମୂର୍ତ୍ତିର ନକ୍ସା ନିର୍ମାତାଙ୍କୁ ଗିରଫ କରାଯାଇଛି।
ଶିବାଜୀ ପ୍ରତିମୂର୍ତ୍ତି ଭୁଶୁଡ଼ିବା ମାମଲା: ଗିରଫ ହେଲେ ନକ୍ସା ନିର୍ମାତାଏକ ସପ୍ତାହ ପୂର୍ବରୁ ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ଶୁକ୍ରବାର…

Bangladesh PM Sheikh Hasina has resigned
🇧🇩 Bangladesh PM Sheikh Hasina has resigned and is believed to have left the country after a month of violent…

ଦକ୍ଷିଣ କୋରିଆରେ ବଡ଼ ଧରଣର ବିମାନ ଦୁର୍ଘଟଣା ୨୩ ମୃତ
ଦକ୍ଷିଣ କୋରିଆରେ ବଡ଼ ଧରଣର ବିମାନ ଦୁର୍ଘଟଣା; ୨୩ ମୃତ ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ଦୁର୍ଘଟଣା,ବିମାନରେ ୧୭୫ ଜଣ ଯାତ୍ରୀଙ୍କ ସହ ୬ କ୍ରିଉ…