ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେଲେ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିବା ଭବ୍ୟ ସମାରୋହରେ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ଅମିତ ଶାହା, ରାଜନାଥ ସିଂହ, ଜେପି ନଡ୍ଡା, ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାମମୋହନ ନାଇଡୁ, ନୀତିନ ଗଡ଼କାରି, ଗିରିରଜ୍ ସିଂହ, ଭୂପେନ୍ଦ୍ର ଯାଦବ, ଅଶ୍ଵିନୀ ବୈଷ୍ଣବ, ଯ୍ୟୋତିରାଦିତ୍ୟ ସିନ୍ଧିଆ, ନିର୍ମଳା ସିତାରମଣ, ଅନ୍ନପୂର୍ଣ୍ଣା ଦେବୀ, କିରଣ ରିଜିଜୁ, ମନୋହରଲାଲ ଖଟ୍ଟର, ଗଜେନ୍ଦ୍ର ସିଂ ସେଖାୱତ, ଏସ ଜୟଶଙ୍କର ଓ ଅନ୍ୟ ମାନେ।
