କୋଲକତା:ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ହୋଇଛି। ଏଥିରେ ତିନି ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ତିନିଜଣ ଶିଶୁ ହେଲେ ତାନିଆ ମିସ୍ତ୍ରୀ (୧୪), ଇଶାନ ଧାରା (୬) ଏବଂ ମମତାଜ ଖାତୁନ (୮)।
Related Posts

Koraput District Nominated for Prestigious Nanaji Deshmukh Rashtriya Gaurav Gram Sabha Puraskar
Koraput District Nominated for Prestigious Nanaji Deshmukh Rashtriya Gaurav Gram Sabha Puraskar Koraput district has been nominated for the esteemed…

ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା
ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା ଭୁବନେଶ୍ୱର: ଚିଲିକାରେ ଆଜିଠୁ ୩ ଦିନିଆ ଡଲଫିନ ଗଣନା ଆରମ୍ଭ ହୋଇଛି।ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରୁ ୧୦ ଓ ପୁରୀ ସାତପଡ଼ାରୁ…

କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଓଲ୍ହାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର
କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଓଲ୍ହାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ୱର:(Abhishek Mohanty) ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଯାହା ଫଳରେ ଝାରସୁଗୁଡ଼ା…