କଟକ:ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍। ଦୁର୍ଘଟଣାରେ କନଷ୍ଟେବଲଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ତିର୍ତ୍ତୋଲ ବଜାର ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ କନଷ୍ଟେବଲ ଜଣଙ୍କ ହେଲେ ସୁରଜା ମୁଣ୍ଡା।ତିର୍ତ୍ତୋଲ ଥାନାରେ କାର୍ଯ୍ୟରତ ଥିଲେ ସୁରଜା।
Related Posts

ରାମନଗର ରୁ ଚୋରି ଅଭିଯୋଗ।ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ
ରାମନଗର ରୁ ଚୋରି ଅଭିଯୋଗ।ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଗଞ୍ଜାମ:ରାମନଗର ନିବାସୀ ସୁନୀତା ମହାରଣା ନାମ୍ନୀ ଜଣେ ମହିଳାଙ୍କ ଘରୁ ଚୋରି ହୋଇଥିବା ବୈଦ୍ୟନାଥ ପୁର ଥାନା…

ନୂତନ ବର୍ଷ ଉପଲକ୍ଷେ ଶୀତବସ୍ତ୍ର ବଣ୍ଟନ |
ନୂତନ ବର୍ଷ ଉପଲକ୍ଷେ ଶୀତବସ୍ତ୍ର ବଣ୍ଟନ | ଆର, ଉଦୟଗିରି(ମନୋଜ କୁମାର ପାଢୀ/ ନୂତନ ବର୍ଷରେ ସଧବା ଏବଂ ବିଧବା ବାପା ମାଁ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ…

ଦାଦନ ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର।
ଦାଦନ ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର। ଭୁବନେଶ୍ଵର : ଦାଦନ ସମସ୍ୟାର ନିରାକରଣ ପାଇଁ ଦିଗଦର୍ଶନ ଦେବାକୁ ଟାସ୍କଫୋର୍ସ ଗଠିତ। ଦାଦନ ଜନିତ…