ବ୍ରହ୍ମପୁର: ଟଙ୍କା ମାଗିବା ଅଭିଯୋଗରେ ARTO, ଜୁନିୟର୍ MVI ଗିରଫ,ଗଞ୍ଜାମ ARTO, ଜୁନିୟର୍ MVIଙ୍କ ସହ ଆଉ ୩ ଦଲାଲ ଗିରଫ,ଗୋଳନ୍ଥରା ଗିରିସୋଲା ଠାରେ ଏନ୍ଏଚ୍ ୧୬ରେ ଟଙ୍କା ମାଗି ଗିରଫ!୭/୮ ହଜାର ନେଉଥିବା ଅଭିଯୋଗ, ARTOଙ୍କ ଛତ୍ରପୁର ସ୍ଥିତ ଘରେ ରେଡ୍!ଘର ଯାଞ୍ଚ କରି ୮୨ ହଜାର ଟଙ୍କା ଜବତ କଲା ଗୋଳନ୍ଥରା ପୋଲିସ।
Related Posts

ଓ ପି ଏସ ସି ରେ କୃତିତ୍ୱ ଅର୍ଜନ କଲେ ତୁକଲାର ଝିଅ ଲୋପାମୁଦ୍ରା
*ଓ ପି ଏସ ସି ରେ କୃତିତ୍ୱ ଅର୍ଜନ କଲେ ତୁକଲାର ଝିଅ ଲୋପାମୁଦ୍ରା* ନୂଆପଡ଼ା( ଓମ୍ ପ୍ରକାଶ ଚୌଧୁରୀ) ଓଡ଼ିଶା ପ୍ରଶାସନିକ ସେବା, ଆୟୁର୍ବେଦ ମେଡିକାଲ…

କୋଶଳ ପ୍ରବକ୍ତା ଦେବେନ୍ଦ୍ର କୁମାର ପାଇବେ ସମ୍ମାନଜନକ ଡକ୍ଟରେଟ ଉପାଧି
କୋଶଳ ପ୍ରବକ୍ତା ଦେବେନ୍ଦ୍ର କୁମାର ପାଇବେ ସମ୍ମାନଜନକ ଡକ୍ଟରେଟ ଉପାଧି ତରଭା, ତା ୨୯/୧୨ : ଆନ୍ତର୍ଜାତିକ ସ୍ତରରେ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା…

ବ୍ରାଜିଲରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି।
ବ୍ରାଜିଲରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ଏହି ସମୟର ଏକ ଫଟୋ ମୋଦି ନିଜ…