ଆଜି କୋରାପୁଟ ଜିଲ୍ଲାର ପଞ୍ଚାୟତ ସମିତି କାର୍ଯ୍ଯାଳୟ,ଲମତାପୁଟ ଠାରେ ‘ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର’ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ କୋରାପୁଟ ଜିଲ୍ଲାପାଳ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ।

The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group