ବରଗଡ ୨୦,୧୨-( ଭବାନୀ ଶଙ୍କର ପାଢ଼ୀ) ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଥିବା ଏଟିଏମ ଦୀର୍ଘ ୧୫ ଦିନ ହେବ ଅଚଳାବସ୍ଥା ପଡିରହିଛି। ଯାହା ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହୋଇ ପାରୁନାହିଁ। ଏହି ଏଟିଏମ ବନ୍ଦ ଥିବାରୁ ଜନସାଧାରଣ ନାନାପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ମେଡିକାଲ, ଚାଷୀ, ବ୍ଯବସାୟୀ, କର୍ମଚାରୀ ଓ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ଆସୁଥିବା ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଉଚ୍ଚ ଅଧିକାରୀ ସାଧାରଣ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଉପଭୋକ୍ତା ମାନେ ଦାବୀ କରୁଛନ୍ତି।
Related Posts
ଅଚିହ୍ନା ଯୁବକ ର ଶବ ଉଦ୍ଧାର।
ଅଚିହ୍ନା ଯୁବକ ର ଶବ ଉଦ୍ଧାର। ଗଞ୍ଜାମ:ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ରାମନଗର ରେଳ ଧାରଣାରେ ଜଣେ ଅଚିହ୍ନା ଯୁବକ ର ଶବ ପଡି ରହିଥିବା ବେଳେ…
ଓଡ଼ିଶାରେ ପ୍ରଥମ ଡବଲ୍ ଡେକର୍ ବସ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ପ୍ରଥମ ଡବଲ୍ ଡେକର୍ ବସ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ସହରାଞ୍ଚଳ ଜନପରିବହନକୁ ସୁଦୃଢ଼ କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି।…
ଭଙ୍ଗା ଘରେ ବିତୁଛି ୧୨ଜଣ ପରିବାର ଜୀବନ, ପ୍ରଶାସନକୁ ଆବାସ ଗୃହ ପାଇଁ କରିଛନ୍ତି ନିବେଦନ ..
ଭଙ୍ଗା ଘରେ ବିତୁଛି ୧୨ଜଣ ପରିବାର ଜୀବନ, ପ୍ରଶାସନକୁ ଆବାସ ଗୃହ ପାଇଁ କରିଛନ୍ତି ନିବେଦନ .. .କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା…