ଜିଲ୍ଲାପାଳ ଦଶମନ୍ତପୁର ବ୍ଲକ ଜଲଦୋରା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳୀର ବିକାଶ କାର୍ଯ୍ୟ ସମୀକ୍ଷା କରିଛନ୍ତି।

ଜିଲ୍ଲାପାଳ, କୋରାପୁଟ ଦଶମନ୍ତପୁର ବ୍ଲକ ଗସ୍ତ ଅବସରରେ ଆଜି ଜଲଦୋରା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳୀର ବିକାଶ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହି ଗସ୍ତ ଅବସରରେ ଆରକ୍ଷୀ ଅଧିକ୍ଷକ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *