ଜରଉ ପଞ୍ଚାୟତ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି । ଆର, ଉଦୟଗିରି(ମନୋଜ କୁମାର ପାଢୀ/ ୧୫/୭/ ଗଜପତି ଜିଲ୍ଲା ମୋହନା ବ୍ଲକର ଜରଉ ଗ୍ରାମ ପଞ୍ଚାୟତ ପରିସର ମଧ୍ୟରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଅଭିଯୋଗ ଶୁଣାଣି କରିଛନ୍ତି। ଏହି ଅଭିଯୋଗ ଶୁଣାଣି ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ଗୁଣନିଧି ନାୟକ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଉପାଧକ୍ଷ ବାଲ୍ମିନା ଅଧିକାରୀ, ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ,ତହସିଲଦାର ସତ୍ୟବାନ ନାୟକ, ପୋଲିସ ଉପ ଆରକ୍ଷୀ ଅଧିକ୍ଷକ ଅଶ୍ୱିନ କୁମାର ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ, ବ୍ଲକ ଯୋଗାଣ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ମୋହନା ଥାନା ଅଧିକାରୀ ବସନ୍ତ ସେଠୀ, ଶିକ୍ଷା ବିଭାଗ, ପରିମଳ ବିଭାଗ, ପୂର୍ତ୍ତ ବିଭାଗ, କୃଷି ବିଭାଗ, ଆଦିବାସୀ ଉନ୍ନୟନ ବିଭାଗ ସମେତ ସମସ୍ତ ଜିଲ୍ଲା ଓ ବ୍ଲକ ଅଧିକାରୀ ମାନେ ଏହି ଅଭିଯୋଗ ଶୁଣାଣି ପ୍ରକୋଷ୍ଟ ରେ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳରୁ ଆସିଥିବା ଜନସାଧାରଣ ଙ୍କ ଅଭିଯୋଗ ଶୁଣି ଜିଲ୍ଲପାଳ ସ୍ମୃତି ରଞ୍ଜନ ପ୍ରଧାନ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ଗୁଡିକର ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।
Related Posts
ଭତ୍ତା ଟଙ୍କା ପାଇଁ ଜେଜେ ମାଆଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା।
ଆଜି ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଭତ୍ତା ଟଙ୍କା ପାଇଁ ଜେଜେ ମାଆଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା।ପୁଲିସ୍ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ…
ଆସିଲା ‘ସୁଭଦ୍ରା’ ଯୋଜନାର SOP, ଏକ କୋଟି ମହିଳା ହେବେ ଉପକୃତ
ଆସିଲା ‘ସୁଭଦ୍ରା’ ଯୋଜନାର SOP, ଏକ କୋଟି ମହିଳା ହେବେ ଉପକୃତ ସୁଭଦ୍ରା ଯୋଜନାର ନିୟମାବଳୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନାର ନିୟମାବଳୀକୁ କ୍ୟାବିନେଟ୍ର…
ଆସନ୍ତା ୧୮ରୁ ଶ୍ରୀମନ୍ଦିରରେ ଦର୍ଶନ କଟକଣା
ଆସନ୍ତା ୧୮ରୁ ଶ୍ରୀମନ୍ଦିରରେ ଦର୍ଶନ କଟକଣା ପୁରୀ: କାର୍ତ୍ତିକ ମାସରେ ପୁରୀ ଶ୍ରୀମନ୍ଦିରରେ ଦର୍ଶନ କଟକଣା ଲାଗୁ ହେବ।ଅକ୍ଟୋବର ୧୮ରୁ ଲାଗୁ ହେବ କଟକଣା।ଭକ୍ତଙ୍କୁ କେବଳ ସିଂହଦ୍ବାର…