ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ବିଇଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
Related Posts

ଧନୁଯାତ୍ରା ର ଦଶମ ଦିବସରେ ମହାରାଜ କଂସ ଅକୃର କୁଂ ଶ୍ରୀକୃଷ୍ଣ ବଲରାମ ଆଣିବା ପାଇଁ ଗୋପପୁର ଚିଟାଉ ଦେଇ ପ୍ରେରଣ।
ଧନୁଯାତ୍ରା ର ଦଶମ ଦିବସରେ ମହାରାଜ କଂସ ଅକୃର କୁଂ ଶ୍ରୀକୃଷ୍ଣ ବଲରାମ ଆଣିବା ପାଇଁ ଗୋପପୁର ଚିଟାଉ ଦେଇ ପ୍ରେରଣ। ବରଗଡ – (ଭବାନୀ ଶଙ୍କର…

ରେଳ ଧାରଣାରୁ ଯୁବକ ର ଶବ ଉଦ୍ଧାର।
ରେଳ ଧାରଣାରୁ ଯୁବକ ର ଶବ ଉଦ୍ଧାର। ଗଞ୍ଜାମ:ବ୍ରହ୍ମପୁର ଜେଲ୍ ନିକଟସ୍ଥ ରେଳ ଧାରଣାରୁ ଦିଲ୍ଲୀପ କୁମାର ଭୂୟାଁ ନାମକ ଜଣେ ଯୁବକର ମୃତ ଦେହ କୁ…

ଟ୍ରକ ଚକ୍କା ତଳେ ମହିଳାଙ୍କ ଜୀବନ ଗଲା।
ଟ୍ରକ ଚକ୍କା ତଳେ ମହିଳାଙ୍କ ଜୀବନ ଗଲା। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅର୍ନ୍ତଗତ ପୋକଡିବନ୍ଧ ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଜପତି ଜିଲ୍ଲାରୁ ଗୋପାଳପୁର…