ଛତିଶଗଡ ର ମୁଖ୍ୟ ମନ୍ତ୍ରୀ ଶ୍ରୀ ବିଷ୍ଣୁଦେଓ ସାୟ ଆଜି ଲକ୍ଷ୍ମୀପୁର ଠାରେ ବିଶାଳ ଜନ ସଭା କୁ ସମ୍ବୋଧିତ କରିବା ସହ ଭାରତୀୟ ଜନତା ପାର୍ଟିର କୋରାପୁଟ ଲୋକସଭା ପ୍ରାର୍ଥୀ ଶ୍ରୀ କାଳୀ ରାମ ମାଝୀ ଓ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ଶ୍ରୀ କୈଳାଶ କୁଳେଶିକା କୁ ବହୁତ୍ ସଂଖ୍ୟାରେ ରେ ଭୋଟ ଦେଇ ବିଜୟୀ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।
ଛତିଶଗଡ ର ମୁଖ୍ୟ ମନ୍ତ୍ରୀ ଶ୍ରୀ ବିଷ୍ଣୁଦେଓ ସାୟ ଆଜି ଲକ୍ଷ୍ମୀପୁର ଠାରେ ବିଶାଳ ଜନ ସଭା କୁ ସମ୍ବୋଧିତ କରିଥିଲେ .
