ଚାଲାଣ ବେଳେ ୧ ଟନ କଇଁଛ ଜବତ, ୨ ଗିରଫ
ଭୁବନେଶ୍ୱର: ଓଡିଶା-ଆନ୍ଧ୍ର ସୀମାନ୍ତ ରାଜୁଳୁକୋଣ୍ଡା ନିକଟରେ ୧ ଟନ କଇଁଛ ଜବତ କଲା ବନ ବିଭାଗ ।୩୫ଟି ବସ୍ତାରେ କଇଁଛ ଗୁଡ଼ିକୁ ପ୍ୟାକ୍ କରି ଚାଲାଣ କରାଯାଉଥିଲା।ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ବନ ବିଭାଗ।

The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group