ଚଇତି ସବକମିଟିରେ ସଦସ୍ୟତା ପାଇଁ ବୈଠକ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ l

ଚଇତି ସବକମିଟିରେ ସଦସ୍ୟତା ପାଇଁ ବୈଠକ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ l

ରାୟଗଡ:-ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ଚଇତି ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତ ବୈଠରେ ନିଷ୍ପତି ପ୍ରକାରେ ବିଭିନ୍ନ ସବକମିଟିରେ କେବଳ ଅଧ୍ୟକ୍ଷ, ଅଧ୍ୟକ୍ଷା ଓ ଆବାହକ ମାନଙ୍କ ନାମ ଘୋଷଣା କରାଯାଇଛି l ସକମିଟିର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଆବାହକ ମାନେ ନିର୍ଦ୍ଧାରିତ ତରଖରେ ବୈଠକ ଡାକିବେ ଏବଂ ତାଙ୍କ ସଵକମିଟି ପାଇଁ ସଦସ୍ୟତା ଗ୍ରହଣ କରିବେ l ସ୍ମରଣିକା ସବକମିଟିର ବୈଠକ ଆସନ୍ତା ୨୬ତାରିଖ ୨୦୨୪ରେ ପୂର୍ବାହ୍ନ ୧୦.୦୦ଘଟିକା ସମୟରେ ପିଏ, ଆଇଟିଡିଏ ଅଧ୍ୟକ୍ଷତlରେ ତାଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ,ପାଣ୍ଠି ସଂଗ୍ରହ ସବକମିଟିର ଅଧ୍ୟକ୍ଷତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ରୟାଗଡ଼ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୬ତାରିଖରେ ପୂର୍ବାହ୍ନ ୧୧. ୦୦ଘଟିକା ସମୟରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ l କଲେଜ ଚଇତି ରୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷlଙ୍କ ନେତୃତ୍ୱରେ ତା ୨୬ନଭେମ୍ବର, ୨୦୨୪ରିଖରେ ମଧ୍ୟାହ୍ନ ୧୨. ୦୦ଘଟିକା ସମୟରେ ଅନୁଷ୍ଠିତ ହେବ l କ୍ରୀଡା ସଵକମିଟି ବୈଠକ ଉପଜିଲ୍ଲାପାଳ, ରାୟଗଡଙ୍କ ନେତୃତ୍ୱରେ ଆସନ୍ତା ତା ୨୭ ନଭେମ୍ବର, ୨୦୨୪ରିକରେ ପୂର୍ବାହ୍ନ ୧୦.୦୦ଘଟିକାରେ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଅନୁଷ୍ଠିତ ହେବ l ନିମନ୍ତ୍ରଣ ସଵ-କମିଟିର ଅଧ୍ୟକ୍ଷ ଜିଲ୍ଲାମୁଖ୍ୟ ପ୍ରାଣୀ ଚିକତ୍ସା ଅଧିକାରୀଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପୂର୍ବାହ୍ନ ୧୧. ୦୦ଘଟିକା ସମରେ ଅନୁଷ୍ଠିତ ହେବ, ପ୍ରଚାର ପ୍ରଶlର ସବକମିଟିର ଅଧ୍ୟକ୍ଷ ସିଡିଓ ତଥା ଇଓ, ଜିଲ୍ଲାପରିଷଦଙ୍କ ନେତୃତ୍ୱରେ ଆସନ୍ତା ୨୭ନଭେମ୍ବର ମଧ୍ୟlହ୍ନ ୧୨. ୦୦ଘଟିକା ସମୟରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ l ପୁରସ୍କାର ଓ ମାନପତ୍ର ସବକମିଟିର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତlରେ ଆସନ୍ତା ତା ୨୭ନଭେମ୍ବର ଅପରାହ୍ନ ୧. ୦୦ଘଟିକା ସମୟରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଅନୁଷ୍ଠିତ ହେବ l ବିକାଶ ମେଳା ଓ ପ୍ରଦର୍ଶନୀ ସବକମିଟିର ବୈଠକ ଅଧ୍ୟକ୍ଷ ସିଡିଓ ତଥା ଇଓ, ଜିଲ୍ଲାପରିଷଦଙ୍କ ନେତୃତ୍ୱରେ ଆସନ୍ତା ତା୨୮ ନଭେମ୍ବର, ୨୦୨୪ରିଖରେ ପୂର୍ବାହ୍ନ ୧୦.୦୦ଘଟିକା ସମୟରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ l ସାଂସ୍କୃତିକ କାର୍ଯ୍ୟକ୍ରମ ସବକମିଟିର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତlରେ ଆସନ୍ତା ତା ୨୮ନଭେମ୍ବର ପୂର୍ବାହ୍ନ ୧୧. ୦ଘଟିକା ସମୟରେ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଅନୁଷ୍ଠିତ ହେବ l ଚଇତି ପଡ଼ିଆ ନିର୍ମାଣ,ପିଇବା ପାଣି ଯୋଗାଣ ଓ ପରିମଳ ବ୍ୟବସ୍ଥା କମିଟିର ଅଧ୍ୟକ୍ଷ ନିର୍ବାହୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗଙ୍କ ନେତୃତ୍ୱରେ ଆସନ୍ତା ୨୮. ୦୦ତାରିଖରେ ମଧ୍ୟାହ୍ନ ୧୨. ୦୦ଘଟିକା ସମୟରେ ପୌର ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ l ପରିବହନ ସଵକମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳ, ରାୟଗଡଙ୍କ ନେତୃତ୍ୱରେ ଆସନ୍ତା ତା ୨୯ ନଭେମ୍ବର, ୨୦୨୪ରିଖ ପୂର୍ବାହ୍ନ ୧୦.୦୦ଘଟିକାରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ l ରହଣି ଓ ତୈଇଥାନ ସବକମିଟିର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତlରେ ଆସନ୍ତା ତା ୨୯ନଭେମ୍ବର ୨୦୨୪ ପୂର୍ବାହ୍ନ ୧୧. ୦ଘଟିକା ସମୟରେ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଅନୁଷ୍ଠିତ ହେବ l ମଞ୍ଚ ପରିଚାଳନାର ଅଧ୍ୟକ୍ଷ ସିଡିଓ ତଥା ଇଓ, ଜିଲ୍ଲାପରିଷଦ ରାୟଗଡଙ୍କ ନେତୃତ୍ୱରେ ଆସନ୍ତା ତା ୩୦ ନଭେମ୍ବର, ୨୦୨୪ରିଖ ପୂର୍ବାହ୍ନ ୧୦.୦୦ଘଟିକା ସମୟରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ l ଆଇନ ଶୃଙ୍ଖଳା ସଵକମିଟିର ଅଧ୍ୟକ୍ଷ ଆରୋକ୍ଷୀ ଅଧ୍ୟକ୍ଷ, ରାୟଗଡଙ୍କ ନେତୃତ୍ୱରେ ଜିଲ୍ଲା ପୋଲିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ l ସଂlସ୍କୃତିକ ଶୋଭାଯାତ୍ରା ସବକମିଟିର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତlରେ ଆସନ୍ତା ତା ୩୦ନଭେମ୍ବର୨୦୨୪ ରିଖ ମଧ୍ୟlହ୍ନ ୧୨. ୦୦ଘଟିକା ସମୟରେ ପୌର ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ l ସେହିପରି ଖାଦ୍ୟ ସବକମିଟିର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତlରେ ଆସନ୍ତା ତା ୩୦ନଭେମ୍ବର ୨୦୨୪ରିଖ ଅପରାହ୍ନ ୧. ୦୦ଘଟିକା ସମୟରେ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଅନୁଷ୍ଠିତ ହେବ l ଚଇତି-୨୦୨୪ର ବିଭିନ୍ନ ସବକମିଟି ମାନଙ୍କରେ ସଦସ୍ୟତା ହେବାକୁ ଇଛା ପ୍ରକଶ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଉପରୋକ୍ତ ବୈଠକରେ ଯୋଗଦାନ କରି ସଦସ୍ୟତା ଗ୍ରହଣ କରିବାକୁ ଜଣାଇଦିଆଗଲା lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *