ଗଞ୍ଜାମ:ପୋଲସରା ଥାନା ଅର୍ନ୍ତଗତ ମଥୁରା ଗ୍ରାମର ବଳପୂର୍ବକ ଶରତ ନାୟକ ଙ୍କ ଘରେ ପଶି ଭଙ୍ଗାରୁଜା ସହ ଶରତ ଙ୍କ ସ୍ତ୍ରୀ ଗୀତାଞ୍ଜଳି କୁ ମାଡ଼ ମାରିବା ସହ ଟଣାଓଟରା କରି ୬ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଆକ୍ରମଣ ଓ ଟଣାଓଟରା ରେ ଆହତ ଗୀତାଞ୍ଜଳି ଡାକ୍ତରଖାନାରେ ଚିକିତ୍ସିତ ହୋଇ ପୋଲସରା ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ୬ ଜଣ ଅଭିଯୁକ୍ତ ଯଥା ପି ସଞ୍ଜୟ,ବିଦୁର ବିଷୋୟୀ, ଯମୁନା ବିଷୋୟୀ, ସଞ୍ଜୟ ବିଷୋୟୀ, ବିଜ୍ଞାନ ବିଷୋୟୀ, ସନିଆ ବିଷୋୟୀ ଓ ସବିତା ବିଷୋୟୀ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts

ହିତାଧିକାରୀ ଠାରୁ ଆବାସଗୃହ ଟଙ୍କା ହଡପ ଖବର ପ୍ରକାଶ ହେବାର ଦୁଇ ମାସ ପରେ ପୁଲିସ ସରପଞ୍ଚ ଓ ସ୍ବାମୀ ଗିରଫ, ଜାମିନି ନାମଞ୍ଜୁର ହେବା ପରେ ସ୍ବାମୀ ଓ ସ୍ତ୍ରୀ ଜେଲକୁ ଗଲେ ।
ହିତାଧିକାରୀ ଠାରୁ ଆବାସଗୃହ ଟଙ୍କା ହଡପ ଖବର ପ୍ରକାଶ ହେବାର ଦୁଇ ମାସ ପରେ ପୁଲିସ ସରପଞ୍ଚ ଓ ସ୍ବାମୀ ଗିରଫ, ଜାମିନି ନାମଞ୍ଜୁର ହେବା ପରେ…

ନିର୍ବାଚନ ଡ୍ୟୁଟି ସମୟରେ ହୃଦଘାତ ଯୋଗୁଁ ଶିକ୍ଷକଙ୍କ ମୃତ୍ୟୁ
ବଲାଙ୍ଗିର: ଶୁଶିଲ କୁମାର ଆଚାର୍ଯ୍ୟ ନିର୍ବାଚନ ଡ୍ୟୁଟି ସମୟରେ ହୃଦଘାତ ହୋଇଥିବା ଅଭିଯୋଗଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ। ମୃତକଙ୍କ ନାଁ ହେଉଛି ଶୁଶିଲ କୁମାର…

ନିଆରା ଢଙ୍ଗରେ ମକର ସଂକ୍ରାନ୍ତି ପାଳିଲେ ବିଧାୟକ ଆପାଳସ୍ୱାମୀ
ନିଆରା ଢଙ୍ଗରେ ମକର ସଂକ୍ରାନ୍ତି ପାଳିଲେ ବିଧାୟକ ଆପାଳସ୍ୱାମୀ ରାୟଗଡା : ରାୟଗଡା ର ୟୁବ ବିଧାୟକ ଆପାଳସ୍ୱାମୀ କାଡ୍ରକା ପବିତ୍ର ମକର ସଂକ୍ରାନ୍ତି ତଥା ପୋଙ୍ଗଲ…