ଗୋରୁ ବଝେଇ ଟ୍ରକକୁ ଅଟକ ରଖିଲେ ବଜରଙ୍ଗୀ ଦଳର କର୍ମକର୍ତା ଆର,ଉଦୟଗିରି(ମନୋଜ କୁମାର ପାଢୀ/ -ଦିନ ଗଜପତି ଜିଲ୍ଲାରେ ଗୋଚାଲାଣ ବୃଦ୍ଧି ପାଉଥିବା ବେଳେ,ଗୋରୁ ବଝେଇ ଟ୍ରକକୁ ଅଟକ ରଖି ପୋଲିସକୁ ଜିମା ଦେଇଛନ୍ତି ଲୋକେ, ଘଟଣାଟି ଘଟିଛି ଗଜପତି ଜିଲ୍ଲା ଆର -ଉଦୟଗିରି ଥାନା ଅନ୍ତର୍ଗତ ରଣ୍ଡିବା ଗାଁ ରେ., ଗାଡିଟି ଆର -ଉଦୟଗିରି ଅଂଚଳରୁ ଆନ୍ଧ୍ରାପ୍ରଦେଶ ଅଭିମୁଖେ ଯାଉଥିବା ବେଳେ ଅଂଚଳର କିଛି ଲୋକେ କୌଣସି ସୂତ୍ରରୁ ଖବର ପାଇ ଗାଡିଟିକୁ ଅଟକ ରଖିଥିଲେ ପରବର୍ତୀ ସମୟରେ ପୋଲିସ ଘଟଣାସ୍ଥଳରେ ପହଂଚି ଗାଡିଟିକୁ ଜବତ କରିଥିଲା
Related Posts

ଜିଲ୍ଲା ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି!
ଜ଼ିଲ୍ଲା ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ରାୟଗଡା : ରାୟଗଡା ଏକଲବ୍ୟ ବିଦ୍ୟାଳୟ ଠାରେ ଜ଼ିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ସାର୍ଗୁଫୁଲ କାର୍ଯ୍ୟକ୍ରମ…

ଲମ୍ବାଗୁଡ୍ରି ସରକାରୀ ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ
ଲମ୍ବାଗୁଡ୍ରି ସରକାରୀ ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ .. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି…

ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ କିଶୋରୀ ନର୍ସିଂ ହୋମରେ ଦ୍ଵିତୀୟ ଦିନରେ ୪୭ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ କିଶୋରୀ ନର୍ସିଂ ହୋମରେ ଦ୍ଵିତୀୟ ଦିନରେ ୪୭ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ବରଗଡ :-୨,୧- (ଭବାନୀ ଶଙ୍କର ପାଢ଼ୀ)…