ଗୁଲବା ଗ୍ରାମ ପଞ୍ଚାୟତ ବାସୀ ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ।ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୮/୨/୨୫ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗୁଲବା ଗ୍ରାମ ପଞ୍ଚାୟତ ବାସୀ ଜିଲ୍ଲାପାଳଙ୍କ ଠାରେ ଦ୍ବାରସ୍ଥ ହୋଇ ଥିବା ଦେଖିବାକୁ ମିଳିଛି। ଗୁଲବା ପଞ୍ଚାୟତକୁ ଯୋଜନା ଗତ ସୁନ୍ଦରଡ଼ାଙ୍ଗ ବ୍ଲକ ରେ ସାମିଲ ନ କରିବା ନେଇ l ଗଜପତି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ପ୍ରକାରେ ଗତ ଦିନରେ କିଛି ପଞ୍ଚାୟତ ଲୋକେ ଗୁଲବା ପଞ୍ଚାୟତକୁ ଯୋଜନା ଗତ ସୁନ୍ଦରଡ଼ାଙ୍ଗ ନୂତନ ବ୍ଲକ ଗଠନରେ ସାମିଲ ଥିବା ଦର୍ଶାଇଥିଲେ। ଯାହାକୁ ନେଇ ଆଜି ଗୁଲବା ସରପଞ୍ଚ ରେଜୀନା ନାୟକ ଙ୍କ ନେତୃତ୍ୱରେ ବହୁ ବାସିନ୍ଦା ଜିଲ୍ଲାପାଳ ଙ୍କୁ ଭେଟି ନିଜର ଦାବି ଜଣାଇଥିବା ବେଳେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ କହିଥିଲେ ଯେ ଏପରି କୌଣସି ସରକାରୀ ଘୋଷଣା ହୋଇ ନାହିଁଯେ ନୂତନ ବ୍ଲକ ଗଠନ ହେବ ପାଇଁ ।
Related Posts

ଶଙ୍କରାଖୋଲ ଛକ ରେ ଛୁରୀ ଭୁସି ହତ୍ୟାକରିଥିବା ଆସାମୀଙ୍କୁ ଗିରଫ କରି ଫାସୀ ଦେବା ପାଇଁ ମୁଖ୍ୟ ରାସ୍ତା ରୋକ
ଶଙ୍କରାଖୋଲ ଛକ ରେ ଛୁରୀ ଭୁସି ହତ୍ୟାକରିଥିବା ଆସାମୀଙ୍କୁ ଗିରଫ କରି ଫାସୀ ଦେବା ପାଇଁ ମୁଖ୍ୟ ରାସ୍ତା ରୋକ……………………………କନ୍ଧମାଳ :-ରିପୋର୍ଟ କୁନା ଦିଗାଲ କନ୍ଧମାଳ ଜିଲ୍ଲା…

କୁମ୍ଭାରଢାମୁଁଣି ପ୍ରାଥମିକ ସେବାଶ୍ରମ ର ଦ୍ୱତୀୟ ବାର୍ଷିକ ଉତ୍ସବ ପାଳିତ
କୁମ୍ଭାରଢାମୁଁଣି ପ୍ରାଥମିକ ସେବାଶ୍ରମ ର ଦ୍ୱତୀୟ ବାର୍ଷିକ ଉତ୍ସବ ପାଳିତ ରାୟଗଡା : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁମ୍ଭାରଢାମୁଣି ପ୍ରାଥମିକ ସେବାଶ୍ରମ ର…

ସମିତି ସଭ୍ୟଙ୍କୁ ମାରଣାନ୍ତକ ଆକ୍ରମଣ।
ସମିତି ସଭ୍ୟଙ୍କୁ ମାରଣାନ୍ତକ ଆକ୍ରମଣ। ଗଞ୍ଜାମ:ରିପୋର୍ଟ:(କୈଳାଶ ଚନ୍ଦ୍ର ଚୌଧୁରୀ,,)ହିଞ୍ଜିଳି ବ୍ଲକ ଅଧିନସ୍ଥ ଡାୟାପଲୀ ପଞ୍ଚାୟତର ସମିତି ସଭ୍ୟ ଇ ରାଜା ରାଓଙ୍କୁ କିଛି ଯୁବକ ଆତର୍କିତ ଆକ୍ରମଣ…