ଗୁଡାରି ଥାନା ଅଂଚଳ ରେ 36 ହଜାର ଗଂଜେଇ ଗଛ ନଷ୍ଟ କରିଲା ପୋଲିସ ରାୟଗଡା : ରାୟଗଡା ଜ଼ିଲ୍ଲା ଆନ୍ତର୍ଗତ ଗୁଡାରି ପୋଲିସ ଥାନା ଅଧୀନରେ ଥିବା ମଧୁବନ ପଂଚାୟତ ର ରାଚାମ ଗ୍ରାମ ନିକଟରେ ବେଆଇନ ଭାବେ ଗଂଜେଇ ଚାଷ ହୋଇଥିବା ପୋଲିସ ଖବର ପାଇଥିଲେ l ରାୟଗଡା ଜ଼ିଲ୍ଲାପାଳ ଓ ପୋଲିସ ଏସ ପି ଙ୍କ ନିର୍ଦେଶ କ୍ରମେ ଗୁଣୁପୁର ଏସ ଡି ପି ଓ ବାବୁଲି ନାୟକ ଙ୍କ ତତ୍ୱାବଧାନ ରେ ଗୁଡାରି ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଙ୍କ ଉପସ୍ଥିତ ରେ ଅବକାରୀ ବିଭାଗ ଜଙ୍ଗଲ ବିଭାଗ ମିଳତି ଭାବେ ରାଚାମ ଗାଁ ରେ13 ଏକର ଜମିରେ ରେ 36 ହଜାର ଗଂଜେଇ ଗଛ ନଷ୍ଟ କରିଥିଲେ l ଏହି ସଂକ୍ରାନ୍ତ ରେ ଗୁଡାରି ଥାନା ରେ 137/240 ମାମଲା ରଜୁ ହୋଇଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ପାଶନ କ୍ଲବ ୟୁନିଟ – ୪ ପକ୍ଷରୁ ସ୍ୱତନ୍ତ୍ର ରଥରେ ଶ୍ରୀଗଣେଶଙ୍କ ଶ୍ରୀଜଗନ୍ନାଥ ବେଶରେ ପୁଜା
ପାଶନ କ୍ଲବ ୟୁନିଟ – ୪ ପକ୍ଷରୁ ସ୍ୱତନ୍ତ୍ର ରଥରେ ଶ୍ରୀଗଣେଶଙ୍କ ଶ୍ରୀଜଗନ୍ନାଥ ବେଶରେ ପୁଜା ଭୁବନେଶ୍ୱର: ପାଶନ କ୍ଲବ ପକ୍ଷରୁ ଆଜି ଚଣ୍ଡିଖୋଲ ମହାବିନାୟକ ମନ୍ଦିରରୁ…

ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ସଚେତନତା ରଥର ଶୁଭାରମ୍ଭ ।
ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ସଚେତନତା ରଥର ଶୁଭାରମ୍ଭ । ଗଜପତି- ମନୋଜ ପାଢୀ /ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା…

କଇଁଝର ନୋଡାଲ ବିଦ୍ୟାଳୟ ଠାରେ ନିପୁଣ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
କଇଁଝର ନୋଡାଲ ବିଦ୍ୟାଳୟ ଠାରେ ନିପୁଣ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଗ୍ରାମପଞ୍ଚାୟତ କଇଁଝର ନୋଡାଲ ଉଚ୍ଚ ପ୍ରାଥମିକ…