ଗୁଡାରି ଥାନା ଅଂଚଳ ରେ 36 ହଜାର ଗଂଜେଇ ଗଛ ନଷ୍ଟ କରିଲା ପୋଲିସ ରାୟଗଡା : ରାୟଗଡା ଜ଼ିଲ୍ଲା ଆନ୍ତର୍ଗତ ଗୁଡାରି ପୋଲିସ ଥାନା ଅଧୀନରେ ଥିବା ମଧୁବନ ପଂଚାୟତ ର ରାଚାମ ଗ୍ରାମ ନିକଟରେ ବେଆଇନ ଭାବେ ଗଂଜେଇ ଚାଷ ହୋଇଥିବା ପୋଲିସ ଖବର ପାଇଥିଲେ l ରାୟଗଡା ଜ଼ିଲ୍ଲାପାଳ ଓ ପୋଲିସ ଏସ ପି ଙ୍କ ନିର୍ଦେଶ କ୍ରମେ ଗୁଣୁପୁର ଏସ ଡି ପି ଓ ବାବୁଲି ନାୟକ ଙ୍କ ତତ୍ୱାବଧାନ ରେ ଗୁଡାରି ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଙ୍କ ଉପସ୍ଥିତ ରେ ଅବକାରୀ ବିଭାଗ ଜଙ୍ଗଲ ବିଭାଗ ମିଳତି ଭାବେ ରାଚାମ ଗାଁ ରେ13 ଏକର ଜମିରେ ରେ 36 ହଜାର ଗଂଜେଇ ଗଛ ନଷ୍ଟ କରିଥିଲେ l ଏହି ସଂକ୍ରାନ୍ତ ରେ ଗୁଡାରି ଥାନା ରେ 137/240 ମାମଲା ରଜୁ ହୋଇଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ସହକାରୀ ଉପ ବିଭାଗୀୟ ଅଧିକାରୀ ଦିନିକିଆ ଗଜପତି ଜିଲ୍ଲା ଗସ୍ତ ।
ସହକାରୀ ଉପ ବିଭାଗୀୟ ଅଧିକାରୀ ଦିନିକିଆ ଗଜପତି ଜିଲ୍ଲା ଗସ୍ତ ।ଗଜପତି – ୨୩/୮/୨୪ସହକାରୀ ଉପ ବିଭାଗୀୟ ଅଧିକାରୀମାନେ ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାର…
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ ରମେଶ ମେହେର ସମ୍ବର୍ଦ୍ଧିତ
*ବରପାଲି ସାମ୍ବାଦିକ ସଂଘ ପକ୍ଷରୁ ରମେଶ ମେହେର ସମ୍ବର୍ଦ୍ଧିତ।* ବରଗଡ଼ ଜିଲ୍ଲା ବରପାଲି ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଗତକାଲି ୩୮ତମ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା।…
ପଦ୍ମପୁର ଶ୍ରୀରାମ ମନ୍ଦିର ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ
ପଦ୍ମପୁର ଶ୍ରୀରାମ ମନ୍ଦିର ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ରାୟଗଡା : ରାୟଗଡ ଜ଼ିଲ୍ଲା ର ଐତିହାସିକ ସହର ପଦ୍ମପୁର ଶ୍ରୀରାମ ମନ୍ଦିର ର ପ୍ରଥମ…