ଗାଁ କୁ ନାହିଁ ରାସ୍ତା ମାଆକୁ ନାହିଁ ସମ୍ମାନ।

ଆଜି  ମଧ୍ଯ  ଗର୍ବବତୀ ମହିଳାଙ୍କ ହେଇ ଅବସ୍ଥା, ଦେଖନ୍ତୁ ନିର୍ଜୀବ ବସ୍ତୁ ବଳିଆ ବୁଆ ହୋଇ ଚାଲୁଛନ୍ତି ଦୟାକରି ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।
ଗ୍ରାମ-ସୁରୀପଡା,ଗ୍ରା.ପ- #ନାକାମାମୁଡ଼ି,ବ୍ଲକ-Bdo_Korukonda
ଜିଲ୍ଲା-malkangiri. Source from x.

Leave a Reply

Your email address will not be published. Required fields are marked *