ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବାବେଳେ ଧାନ ଜମିରେ ଜଳସେଚନ ପାଇଁ କୌଣସି ସୁବିଧା ନାହିଁ। ଚଳିତ ବର୍ଷ ଝରିଗାଁ ବ୍ଳକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ଚାଷୀମାନଙ୍କୁ ଧାନ ଚାଷ ଆରମ୍ଭରୁ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡିଛି। ଚଳିତ ବର୍ଷ ଝରିଗାଁ ବ୍ଳକରେ ଆବଶ୍ୟକ ଅନୁଯାୟୀ ବର୍ଷା ହୋଇ ନଥିବା ଯୋଗୁଁ ଜୁନ ଜୁଲାଇ ମାସରେ ସ୍ଥାନୀୟ ଚାଷୀମାନେ ତଳି ଉପାଡ଼ି ନପାରି ରୁଆ ଏବଂ ବେଉଷାଣି କାମ ସଠିକ ସମୟରେ କରିପାରି ନଥିଲେ।
Related Posts
ମୋହନା ବ୍ଲକରେ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ତାଲିମ ପ୍ରଦାନ
ମୋହନା ବ୍ଲକରେ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ତାଲିମ ପ୍ରଦାନ ଆର,ଉଦୟଗିରି(ମନୋଜ କୁମାର/୩/୯/୨୪ ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ସ୍ଥାନୀୟ ବୈଠକ ଗୃହରେ ମୋହନା ବ୍ଲକ…
ନୁଆଗଡ ଲୋକକଳାରେ ପ୍ରତିଭା ଦେଖାଇଥିଲେ ଛାତ୍ରଛାତ୍ରୀ ବ୍ଳକସ୍ତରିୟ ଶିଶୁ ମହୋତ୍ସବ ‘ ସୁରଭି’
ନୁଆଗଡ ଲୋକକଳାରେ ପ୍ରତିଭା ଦେଖାଇଥିଲେ ଛାତ୍ରଛାତ୍ରୀ ବ୍ଳକସ୍ତରିୟ ଶିଶୁ ମହୋତ୍ସବ ‘ ସୁରଭି’ ଆର,ଉଦୟଗିରି-(ମନୋଜ କୁମାର ପାଢା)-: ନୁଆଗଡ ସଦର ମହକୁମାସ୍ଥିତ ଲକ୍ଷ୍ମୀ ନୃସିଂହ ନୋଡଲ ବିଦ୍ୟାପାଠ…
ରଜ ମହୋତ୍ସବ ୨୦୨୪” ପାନ୍ଥନିବାସ ଭୁବନେଶ୍ୱରରେ ଉଦ୍ଘାଟିତ
“ରଜ ମହୋତ୍ସବ ୨୦୨୪” ପାନ୍ଥନିବାସ ଭୁବନେଶ୍ୱରରେ ଉଦ୍ଘାଟିତ ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ରାଜ୍ୟର ଗଣପର୍ବ ତଥା ମହିଳା ମାନଙ୍କ ନିମନ୍ତେ…