ଗଞ୍ଜାମ ଜିଲ୍ଲା ଡିପ୍ଲୋମା ଇଞ୍ଜିନିୟର ସେବା ସଙ୍ଘର ବୈଠକ ଅନୁଷ୍ଠିତ।ବ୍ରହ୍ମପୁର ସ୍ଥିତ ସଙ୍ଘ କାର୍ଯ୍ୟାଳୟଠାରେ କେନ୍ଦ୍ରୀୟ ସଭାପତି ଇଂ ଶ୍ରୀକାନ୍ତ ମହାପାତ୍ର ଓ ଦକ୍ଷିଣାଞ୍ଚଳ ସମ୍ପାଦକ ଉମାକାନ୍ତ ଦାସଙ୍କ ତତ୍ବାବଧାନରେ ଅନୁଷ୍ଠିତ ବୈଠକରେ କର୍ତ୍ତବ୍ୟରତ ଇଞ୍ଜିନିୟର ମାନଙ୍କର ପଦୋନ୍ନତି, ପୁରୁଣା ପେନସନ ନିୟମ,ଠିକା କର୍ମଚାରୀମାନଙ୍କ ନିୟମିତ ବିଷୟରେ ଆଲେଚନା ହୋଇଥିଲା। ଏଥିସହିତ ଆଗାମୀ ବର୍ଷ ପାଇଁ ସଙ୍ଘର ନିର୍ବାଚନ ହୋଇ ଜଗନ୍ନାଥ ଦାସ, ଉପଦେଷ୍ଟା, ସୁଦର୍ଶନ ଶତପଥୀ ସଭାପତି, ପୁର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ସମ୍ପାଦକ, ଭଗବାନ ରଥ ଉପସଭାପତି, ବ୍ରଜ ବଲ୍ଲଭ ପାଢ଼ୀ ଓ ପ୍ରଦୀପ କୁମାର ସାହୁ ସହ ସମ୍ପାଦକ ଓ ଆଦିକନ୍ଦ ନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts

ରାଜସ୍ଥାନରେ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଚିନ୍ତନ ଶିବିରରେ ଯୋଗଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ରାଜସ୍ଥାନରେ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଚିନ୍ତନ ଶିବିରରେ ଯୋଗଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭୁବନେଶ୍ୱର: ରାଜସ୍ଥାନର ଉଦୟପୁରଠାରେ କେନ୍ଦ୍ର…

ବିହାର ରାଜ୍ୟ ର ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ଙ୍କ ଗଜପତି ଜିଲ୍ଲା ଗସ୍ତ
ବିହାର ରାଜ୍ୟ ର ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ଙ୍କ ଗଜପତି ଜିଲ୍ଲା ଗସ୍ତ ଆର,ଉଦୟଗିରି(ମନୋଜ କୁମାର ପାଢୀ / ୭/୧୧/୨୦୨୪ ଆଜି ବିହାର ରାଜ୍ୟ ସରକାରଙ୍କ…

ରାଜ୍ୟସ୍ତରୀୟ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ଅଭିଯାନ
ରାଜ୍ୟସ୍ତରୀୟ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ଅଭିଯାନ ଭୁବନେଶ୍ୱର: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନାଇଟେଡ ନ୍ୟାସନାଲ ପପୁଲେସନ ଫଣ୍ଡ (ୟୁଏନେଫପିଏ)ର ସହଭାଗିତାରେ…