ଗଜପତି ଜିଲ୍ଲା ରାସ୍ତା ନିର୍ମାଣ କଲେ କନ୍ଧମାଳ ଜିଲ୍ଲା ବାସୀ । ଆର,ଉଦୟଗରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲାର ରାସ୍ତା ନିଜସ୍ଵ ପଇସାରେ ନିର୍ମାଣ କଲେ କନ୍ଧମାଳ ଜିଲ୍ଲା ବାସୀ । ଏଭଳି ଅଭାବନୀୟ ଓ ଆଶ୍ଚର୍ୟ୍ଯ ଜଣକ ଘଟଣା ଦେଖିବାକୁ ମିଳିଛି ଗଜପତି କନ୍ଧମାଳ ଜିଲ୍ଲା ସୀମାନ୍ତ ଲମ୍ବକିଆରି ଗାଆଁ ରେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ଅନ୍ତର୍ଗତ କୁମ୍ଭlରିଗାଁ ପଂଚାୟତ ଲମ୍ବକିଆରି ଗାଁ କନ୍ଧମାଳ ଓ ଗଜପତି ଜିଲ୍ଲା ସୀମାନ୍ତରେ ଥିବା ଗାଁ ଲମ୍ବାକିଆରି ଗାଁ କୁ ସଂଲଗ୍ନ କରୁଥିବା ୨ କିଲୋମିଟର ରାସ୍ତାକୁ ମରାମତି କଲେ ଗ୍ରାମବାସୀ ହେଲେ କୁମ୍ବାରିଗାଁ ପଂଚାୟତ କୁ ଯିବାକୁ ହେଲେ ଘଟିପାହାଡ଼ ପଥରୀଆ ଦେଇଯିବାକୁ ପଡେ ୮ରୁ୧୦ କିଲୋମିଟର ନିଜର ଜୀବନ କୁ ବାଜିରେ ଲଗେଇଯିବାକୁ ପଢେ କୁମ୍ବାରିଗାଁ ପଂଚାୟତ କୁ ଲମ୍ବାକିଆଁରୀ ଗାଁ ନା ଭଲ ପାନୀୟ ଜଳ ବି ଅଚଳ ହୋଇ ପଡି ରହିଛି ନା ସରକାରୀ ବାବୁ ଙ୍କ ପଦବି ପଢ଼ି ନାହିଁ ଏହି ଗାରେ ବ୍ଳକ ପ୍ରଶାସନ କୁ ଗୃହରି କଲେ ବି ଏଇଟି କର୍ଣ୍ଣ ପାତ ଦେଉ ନାହିନ୍ତି ବୋଲି ଲୋକ ଏଇଟି ଅଭିଯୋଗୁଁ କରୁଛନ୍ତି ହେଲେ ପଂଚାୟତ କୁ ଯିବାକୁ ହେଲେ ଗଜପତି ଜିଲ୍ଲା ଖଜୁରୀପଦା ପାଣିଗଣ୍ଡା ଦେଇ ଝିଝିରିଗୁଡା ଦେଇକି ଗଲେ କୁମ୍ଭlରିଗାଁ ପଂଚାୟତ କୁ ଯିବାକୁ ପଡେ l ଆମ ପ୍ରତିଦିନ Tv ପ୍ରତିନିଧି ବ୍ଳକ ପ୍ରଶାସନ ପାଖକୁ ପଂହଁଚି ଥିଲେ ପ୍ରତକ୍ରିୟା ମିଳି ପାରିଲା ନାହିଁ ଖବର ପ୍ରସସାରଣ ପରେ କଣ ପଦକ୍ଷେପ ନେବ ତାହା ଏବେ ଦେଖି ବାକୁ ରହିଲା ବାକି l
Related Posts
ଆଜି ୪ ଘଣ୍ଟା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ଆଜି ୪ ଘଣ୍ଟା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ।ବନକଲାଗି ନୀତି ପାଇଁ ସର୍ବସାଧାରଣ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ।
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ । ଗଜପତି-: ( ୦୧.୦୬.୨୦୨)ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ…
ମା’ ସମଲେଇଙ୍କୁ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା
ମା’ ସମଲେଇଙ୍କୁ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା I ମୁଁ ସମ୍ବଲପୁରର ସେବକ ଦାୟିତ୍ବ ଲାଭ କରିଛି I ଚଳିତବର୍ଷ ନୂଆଁଖାଇରେ ସାମିଲ ହେବା…