ଖୋଲିଲା ମା ମଝି ଘରିଆଣୀ ମନ୍ଦିରର ହୁଣ୍ଡି
ରାୟଗଡ଼ା: ଖୋଲିଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝି ଘରିଆଣୀଙ୍କ ହୁଣ୍ଡି।ହୁଣ୍ଡି ଟଙ୍କା ଗଣୁଛନ୍ତି ୧୫୦ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ମହିଳା।କଡ଼ା ସୁରକ୍ଷା ଭିତରେ ଚାଲିଛି ୯ଟି ହୁଣ୍ଡିର ଟଙ୍କା ଗଣା।୬ ମାସ ତଳେ ହୁଣ୍ଡିରୁ ବାହାରିଥିଲା ୯୯ ଲକ୍ଷ ୧୫ ହଜାର ଟଙ୍କା।