ପୁରୀ : ଖୋଲିଲା ପୁରୀ ଶ୍ରୀମନ୍ଦିରର ଚାରି ଦ୍ବାର। ୪ ଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ। ସିଂହଦ୍ବାରକୁ ଛାଡି ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରୁଛନ୍ତି ଶ୍ରଦ୍ଧାଳୁ। କେବଳ ସେବକ ଓ ପରିବାର ସଦସ୍ୟଙ୍କ ପାଇଁ ନିୟମ କୋହଳ କରାଯାଇଛି। ସବୁ ଦ୍ବାରରେ ପ୍ରବେଶ ଓ ପ୍ରସ୍ଥାନ କରୁଛନ୍ତି ସେବକ ପରିବାର।
Related Posts

ଲୁଟ୍ ର ଶୀକାର ମହିଳା ମାନେ ଫେରି ପାଲେ ନିଜ ସ୍ବର୍ଣ୍ଣ ଅଳଙ୍କାର।
ଲୁଟ୍ ର ଶୀକାର ମହିଳା ମାନେ ଫେରି ପାଲେ ନିଜ ସ୍ବର୍ଣ୍ଣ ଅଳଙ୍କାର। ରେଶମ ନଗରୀ ବ୍ରହ୍ମପୁର ସହରରେ ଗତ କିଛି ଦିନ ହେଲା ଆତଙ୍କରାଜ,ଛିନତାଇ, ଲୁଟ୍…

ବାବା ଅମୃତାନନ୍ଦ ଦାସ ମହାରାଜଙ୍କ ଶ୍ରୀମଦ୍ ଭାଗବତ କଥା ମହୋତ୍ସବ ଉଦଘାଟିତ
ବାବା ଅମୃତାନନ୍ଦ ଦାସ ମହାରାଜଙ୍କ ଶ୍ରୀମଦ୍ ଭାଗବତ କଥା ମହୋତ୍ସବ ଉଦଘାଟିତ ଭୁବନେଶ୍ୱର : ଚଳିତ ବର୍ଷ ଶ୍ରୀମଦ ଭାଗବତ ଦିବ୍ୟ ଚେତନା ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ…

ହୋଟେଲ୍ କର୍ମଚାରୀ ର ଗଳିତ ଶବ ଉଦ୍ଧାର।
ହୋଟେଲ୍ କର୍ମଚାରୀ ର ଗଳିତ ଶବ ଉଦ୍ଧାର। ଗଞ୍ଜାମ:ଟାଉନ ଥାନା ଅର୍ନ୍ତଗତ ଧର୍ମ ନଗର ଗିରିଜା ରେଷ୍ଟୁରାଣ୍ଟ ପରିସର ପ୍ରଥମ ମହଲାର ଏକ ଅବ୍ୟବହୃତ ବାଥ୍ ରୁମ୍…