ଖାଇକୁ ଖସିଲା ବସ୍; ୧୫ ଆହତ
ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାରେ ରାସ୍ତାକଡ଼ ଖାଇକୁ ଖସିଲା ବସ୍। ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ସୂଚନା।ଝରାଡ଼ି ଗାଁ ନିକଟ କୁମ୍ଭାରୀମୁଣ୍ଡା ଛକ ନିକଟରେ ଦୁର୍ଘଟଣା ଘଟିଛି।ଆହତଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।ଡ୍ରାଇଭରକୁ ଅଟକ ରଖିଛି ପୋଲିସ୍।
The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group