ଖଡ଼ିଆଳ ଠାରେ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ, ନନ୍ଦଳାଲ କଟା ନାମକ, ୨୬ ବର୍ଷ ଯୁବ ଗାଡ଼ି ଚାଲକ ମୃତ୍ୟୁ

ଖଡ଼ିଆଳ ଠାରେ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ, ନନ୍ଦଳାଲ କଟା ନାମକ, ୨୬ ବର୍ଷ ଯୁବ ଗାଡ଼ି ଚାଲକ ମୃତ୍ୟୁ

ନୂଆପଡା :୩୧.୦୫. ( ଓମ୍ ପ୍ରକାଶ ଚୌଧୁରୀ)ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ହୋଇଅଛି। ସ୍ବର୍ଗତ ଶ୍ୟାମ କଟା ଙ୍କ ବଡ ପୁଅ ନନ୍ଦଳାଲ କଟା ୨୬ ବର୍ଷ ଯୁବ ଗାଡ଼ି ଚାଲକ ଙ୍କ ଅଂଶୁଘାତ ରେ ମୃତ୍ୟୁ ଅଭିଯୋଗ ହେଉଅଛି। ସେ ଆଜି ପ୍ରତିଦିନ ଭଳି ଆଜି ଆଳୁ ଗୋଦାମ ରେ ଗାଡି ଚାଳକ ରୂପେ କାର୍ଯ୍ୟ କରି ତୁକଳା କୁ ଗାଡ଼ି ଚଳାଇ ଫେରିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲେ। ତାଙ୍କୁ ଘରୁ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିବା ବେଳେ ଅଧାବଟ ରେ ମୃତ୍ୟୁ ହୋଇଅଛି। ଶବ କୁ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ମନା କରିଛନ୍ତି।

Leave a Reply

Your email address will not be published. Required fields are marked *