କୋଳନରା ରେ ବ୍ଲକ ସ୍ତରୀୟ ଚଇତି ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ରାୟଗଡା : ରାୟଗଡା ଜ଼ିଲ୍ଲା ର ଗଣ ପର୍ବ ଚଇତି 2024 ଆସନ୍ତା 26 ରୁ 30 ତାରିଖ ପର୍ଯ୍ୟନ୍ତ ରାୟଗଡା ଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା 13/12/2024 ରେ କୋଳନରା ବ୍ଲକ ରେ ଅନୁଷ୍ଠିତ ହେଵାକୁଯାଉଛି l ଏଠିପୁର୍ବ ରୁ ବ୍ଲକ ର ମହିଳା ଏସ ଏଚ ଜି ଗ୍ରୁପ ର ସଦସ୍ୟା, ବରିଷ୍ଠ ନାଗରିକ, ଓ ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା l. ସ୍ଥାନୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ବ୍ଲକ କାର୍ଯ୍ୟାଳୟ ଠାରୁ ମଦନପୁର ପର୍ଯ୍ୟନ୍ତ ଦୌଡ ପ୍ରତିଯୋଗିତା ବରିଷ୍ଠ ନାଗରିକ ମାନେ ବ୍ଲକ ଅଫିସ ଠାରୁ ମା ସନ୍ତୋଷୀ ମନ୍ଦିର ପର୍ଯ୍ୟନ୍ତ ଦୌଡ଼ ପ୍ରତିଯୋଗିତା ରେ ଭାଗ ନେଇଥିଲେ l ଏଡ଼ ଏଚ ଜି ମହିଳା ମାନେ ମ୍ୟୁଜିକ ଚେୟାର, ସୁନ୍ଦର ଝୋଟି, ଏହିପରି କାର୍ଯ୍ୟକ୍ରମ ରର ଭାଗ ନେଇଥିଲେ l ଶେଷରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା l ପ୍ରତିଯୋଗିତା କାର୍ଯ୍ୟକ୍ରମ କୁ ବ୍ଲକ ଅଧକ୍ଷା ସଂଯୁକ୍ତା କୁଲେସିକା ଆରମ୍ଭ କରିଥିଲେ l ଗୋଷ୍ଠୀ ଉନୟନ ଅଧିକାରୀ ରୀନା ପ୍ରଧାନ ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ସେକ୍ସନ ଅଧିକାରୀ ଅରୁଣ କୁମାର ପାଢ଼ୀ, ବ୍ଲକ ଏକାଉଣ୍ଟସ ଅଧିକାରୀ ଗଣେଶ୍ୱର ଭଟ, ଜିପିଓ ପ୍ରଶାନ୍ତ ପାଢ଼ୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷମୁଣ୍ଡ, ବିପିସି ମନୋଜ ପାଳଖେଳ ଶିକ୍ଷକ ଧର୍ମେନ୍ଦ୍ର କଦମ୍ବାଳୁ ପରିଚାଳନା କରିଥିଲେ l ଆସନ୍ତା 13 ତାରିଖ ସଖାଳୁ ବ୍ଲକ ସ୍ଥରୀୟ ଚଇତି ଅନୁଷ୍ଠିତ ହେବ ବୋଲି ବିଡ଼ିଓ ରୀନା ପ୍ରଧାନ କହିଛନ୍ତି ସେ ପୁଣି କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ରେ ସରକାର ଙ୍କ ବିଭିନ୍ନ ବିଭାଗ ତ ଷ୍ଟଲ ମାନ ପ୍ରଦର୍ଶନୀ କରାଯିବ ସହିତ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ସଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଲସ୍ତଲା ଗ୍ରାମ ଠାରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ରକ୍ତଦାନ ଶିବିରରେ ବରଗଡ ରକ୍ତଭଣ୍ଡାର ୩୨ୟୁନିଟ ରକ୍ତ ସଂଗ୍ରହ କରିଥିଲେ।
ଲସ୍ତଲା ଗ୍ରାମ ଠାରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ରକ୍ତଦାନ ଶିବିରରେ ବରଗଡ ରକ୍ତଭଣ୍ଡାର ୩୨ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ବରଗଡ ୧,୧୧–(ଭବାନୀ ଶଙ୍କର ପାଢ଼ୀ) ବରଗଡ଼…

ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ।
ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ…

ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଅଧିବେଶନ ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଅଧିବେଶନ ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ଭାରତୀୟ ମଜଦୁର…