କାଲି ରାତିରେ ଛିଡ଼ା ହୋଇଥିବା ବାଲି ବୋଝେଇ ହାଇୱା କୁ ଦ୍ରୁତ ଗତି ରେ ଆସୁଥିବା କାର ଧକ୍କା ଦେବା ଫଳରେ ଜଣେ ଗୁରୁତର ଆହତ ହେବା ସହ କାରଟି ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହୋଇଛି। ପୋଲିସ ଘଟଣା ସ୍ତର ରେ ଯାଇ ଘଟଣା ର ଅନୁସନ୍ଧାନ କରିଛନ୍ତି।

The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group