କୋରାପୁଟ ସାମ୍ବାଦିକ ତରଫରୁ ମନ୍ତ୍ରୀ ରବିନାରାୟଣ ନାଏକ ଙ୍କୁ ସମ୍ବର୍ଦ୍ଧନା lକୋରାପୁଟ:କୋରାପୁଟ ସାମ୍ବାଦିକ ତରଫରୁ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ର ମନ୍ତ୍ରୀ ରବିନାରାୟଣ ନାଏକ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି l ମନ୍ତ୍ରୀ କୋରାପୁଟ ଜ଼ିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ର ନାରାୟଣପାଟଣା ବ୍ଲକ ର ବିଜା ଘାଟି ସମେତ ଅନ୍ୟାନ ଅଞ୍ଚଳ ପରିଦର୍ଶନ କରିଥିଲେ l କୋରାପୁଟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ଠାରେ ପହଞ୍ଚିବା ପରେ ସାମ୍ବାଦିକ ମାନେ ମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା କରିବା ସହିତ କୋରାପୁଟ ଜ଼ିଲ୍ଲାରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l କୋରାପୁଟ ଜ଼ିଲ୍ଲା ହେଉଛି ସୌଧର୍ଯ୍ୟ ର ଗନ୍ତାଘର l ଏଠାରେ ପାହାଡ଼ ଝରଣା ସାଙ୍ଗକୁ ମନଲୋଭା ପରିବେଶ ମନ କୁ ବେଶ ଆନନ୍ଦିତ କରୁଛି l କୋରାପୁଟ ଜ଼ିଲ୍ଲାକୁ ମନ୍ତ୍ରୀ ବେଶ ପ୍ରଶଂସା କରିଥିଲେ l କୋରାପୁଟ ଜ଼ିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ରେ ଲାଗି ରହିଥିବା ସମସ୍ୟା ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି l ଏହି ସମ୍ବର୍ଦ୍ଧନା ସମୟରେ ବରିଷ୍ଠ ସାମ୍ବାଦିକ ଘନଶ୍ୟାମ ରଥ, ସୌମ୍ୟ ରଞ୍ଜନ ସାହୁ, ତ୍ରିଲୋଚନ ମହାରଣା, ସି ଏଚ ଭଗବତୀ ଆଚାରୀ, ମଦନ ମୋହନ ସାହୁ, ସୁନ୍ଦର ପାଣି ଓ ମଣ୍ଟୁ ଭତ୍ରା ଙ୍କ ସମେତ ଅନ୍ୟାନ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l
Related Posts

୧୫୦ ଫୁଟ୍ ତଳକୁ ଖସିଲା କାର୍
ଲମତାପୁଟ: * ବାଲେଶ୍ବରରୁ କାର୍ ଯୋଗେ ଡୁଡୁମା ଯିବା ବେଳେ ଦୁର୍ଘଟଣା୧୫୦ ଫୁଟ୍ ତଳକୁ ଖସିଲା କାର୍!୨ ଗୁରୁତର ଡୁଡୁମା ପାଖରେ ଭାରସାମ୍ୟ ହରାଇ ତଳକୁ ଖସିଲା

ସୁନାବେଡ଼ା କମ୍ବଟ ସ୍ପୋର୍ଟସ ଏକାଡେମୀ ତରଫରୁ ଏକ ୬ ଦିନିକିଆ ଆତ୍ମନିର୍ଭରଶୀଳ ଶିକ୍ଷା ପ୍ରଦାନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା
ସୁନାବେଡ଼ା କମ୍ବଟ ସ୍ପୋର୍ଟସ ଏକାଡେମୀ ତରଫରୁ ଏକ ୬ ଦିନିକିଆ ଆତ୍ମନିର୍ଭରଶୀଳ ଶିକ୍ଷା ପ୍ରଦାନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ସୁନାବେଡ଼ା ହାଲ ସ୍ପୋର୍ଟସ କ୍ଲବ ପରିସରରେ ରୁ…

Mମହେନ୍ଦ୍ର ତନୟା ମହୋତ୍ସବ 2024 ଉଦଘାଟିତ
Mମହେନ୍ଦ୍ର ତନୟା ମହୋତ୍ସବ 2024 ଉଦଘାଟିତ ମହେନ୍ଦ୍ର ତନୟା ମହୋତ୍ସବ 2024 ଉଦଘାଟିତ ।ଗଜପତି (ମନୋଜ ପାଢୀ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ…