ଆଜି ଏପରି ପ୍ରତିବାଦର ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ।ବକ୍ସସାଇଟ୍ ଖନନ ପାଇଁ ଆଜି ଭୂମିପୂଜନ ହେବାର ଥିଲା। ହେଲେ ସ୍ଥାନୀୟ ଲୋକେ ଭୂମି ପୂଜନ ପାଇଁ ଅତିଥିଙ୍କୁ ଛାଡ଼ିଲେ ନାହିଁ। ନାମ ଫଳକ ଓ ଟେଣ୍ଟ ଭାଙ୍ଗି ଦେଲେ। ଅଧାବାଟରୁ ଫେରିଗଲେ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ଅତିଥି।
Related Posts
Koraput’s Swagatika Routa Cracks the OAS Exam on First Attempt, Ranks 389
Koraput’s Swagatika Routa Cracks the OAS Exam on First Attempt, Ranks 389Koraput, – Swagatika Routa, a smart young officer from…
ମୋହନା ଅଞ୍ଚଳରେ ପୋଲିସ ର ଫ୍ଲାଗ ମାର୍ଚ୍ଚ ….
ମୋହନା ଅଞ୍ଚଳରେ ପୋଲିସ ର ଫ୍ଲାଗ ମାର୍ଚ୍ଚ …. ଆର,ଉଦୟଗିରି (ମନୋଜ କୁମାର ପାଢୀ/ ୨୭/୪/ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ମୋହନା ବଜାର ମଧ୍ୟରେ ଆଜି…
ନିର୍ବାଚନ ରାଲିରେ ସାମିଲ ହୋଇ ଶିକ୍ଷୟିତ୍ରୀ ନିଲମ୍ବିତ
ବୌଦ୍ଧ ଜିଲ୍ଲା ଦହ୍ୟା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ନିଲମ୍ବନ କଲେ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ। ଦୁଇ ଦିନ…