କୋରାପୁଟ:ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲକ୍ଷ୍ମୀପୁର ଏସଡିପିଓ ବିରଞ୍ଚି ନାରାୟଣ ଜଗତଙ୍କ ଅନୁପସ୍ଥିତିରେ ସୁନାବେଡ଼ା ଏସଡିପିଓ ମନବ୍ରତା ଶତପଥୀ ଏହି ସୂଚନା ଦେଇଛନ୍ତି।କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୫ଟି ଚୋରା ବାଇକ ଜବତ କରିଛି। ଏହା ସହିତ ଦୁଇ ଜଣ ଚୋରଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅନ୍ୟ ତିନି ଜଣ ବ୍ୟକ୍ତି ଚୋରା ବାଇକ କିଣିଥିଲେ।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୫ଟି ଚୋରା ବାଇକ ଜବତ କରିଛି!
