ଆଜି କୋରାପୁଟ ଜିଲ୍ଲାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ‘ସୁଭଦ୍ରା ଯୋଜନା’ର ଉଦଘାଟନ କରିଛନ୍ତି। ଏହି ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି ଏବଂ ପ୍ରଧାନ ମନ୍ତ୍ର ଆୱାସ ଯୋଜନା (ଗ୍ରାମୀଣ) ହିତାଧିକାରୀଙ୍କୁୱର୍କ ଅର୍ଡର୍ ଦିଆଯାଇଛି। କୋରାପୁଟ ଜିଲ୍ଲାର ବିଶ୍ଵନାଥ ପ୍ରଧାନୀ କୁ ପ୍ରଧାନ ମନ୍ତ୍ର ଆୱାସ ଯୋଜନା (ଗ୍ରାମୀଣ) ପାଇଁ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି !
Related Posts
ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ରେଡ୍
ବ୍ରହ୍ମପୁର: ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ରେଡ୍ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍.ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍ଛତ୍ରପୁର…
ମୋହନା ବିଧାନସଭା ବିଜେଡି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଯାଇଛି।
ମୋହନା ବିଧାନସଭା ବିଜେଡି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ରାମଗିରି ମାଁ କୁରେଈଶୁଣି ମନ୍ଦିର ଓ ଖ୍ରୀଷ୍ଟିଆନ ଚର୍ଚ୍ଚ ଠାରୁ ଆଶିର୍ବାଦ ନେଲେ.1 ଆର. ଉଦୟଗିରି(ମନୋଜ କୁମାର ପାଢୀ/୭/୪/୨୦୨୪):…
ଗଜପତି ମହୋତ୍ସବ-୨୦୨୪ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଗଜପତି ମହୋତ୍ସବ-୨୦୨୪ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଗଜପତି (ମନୋଜ ପାଢୀ):ଗଜପତି ଜିଲ୍ଲାସ୍ତରୀୟ ଗଜପତି ମହୋତ୍ସବ-୨୦୨୪ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଅଛି । ଗଜପତି ଜିଲ୍ଲାର…