ଆଜି କୋରାପୁଟ ଜିଲ୍ଲାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ‘ସୁଭଦ୍ରା ଯୋଜନା’ର ଉଦଘାଟନ କରିଛନ୍ତି। ଏହି ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି ଏବଂ ପ୍ରଧାନ ମନ୍ତ୍ର ଆୱାସ ଯୋଜନା (ଗ୍ରାମୀଣ) ହିତାଧିକାରୀଙ୍କୁୱର୍କ ଅର୍ଡର୍ ଦିଆଯାଇଛି। କୋରାପୁଟ ଜିଲ୍ଲାର ବିଶ୍ଵନାଥ ପ୍ରଧାନୀ କୁ ପ୍ରଧାନ ମନ୍ତ୍ର ଆୱାସ ଯୋଜନା (ଗ୍ରାମୀଣ) ପାଇଁ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି !

