କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି
ମୁଖ୍ୟ ଫାଟକ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ରାତିରେ ଜଣେ ଛାତ୍ର ଅସୁସ୍ଥ ଥିଲେ ବି ମୁଖ୍ୟ ଫାଟକ ଖୋଲା ଯାଇ ନ ଥିଲା
ମୁଖ୍ୟ ଫାଟକ ନ ଖୋଲିବାରୁ ଅନ୍ୟ ବାଟଦେଇ ହସ୍ପିଟାଲ୍ ନିଆଗଲା
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଛାତ୍ରଙ୍କ ବିକ୍ଷୋଭ
କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି
