କୋଟିପତି ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF ରେବତୀ ରମଣ ଯୋଶୀ। ଘରୁ ବହାରିଲା ପୁଳାପୁଳା ଟଙ୍କା। ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ। ଜବତ ଟଙ୍କା ଗଣିବା ପାଇଁ ଆସିଲା ମେସିନ।
Related Posts
ଆନ୍ଧ୍ରକେମ୍ପ ଛକ ଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ଆନ୍ଧ୍ରକେମ୍ପ ଛକ ଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ବରଗଡ଼ ୧୭,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ବ୍ଲକ ଅନ୍ତର୍ଗତ…
ଯୁବତୀ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ
ଗଞ୍ଜାମ:୮.୧୦.୨୪(କୈଳାଶ ଚନ୍ଦ୍ର ଚୌଧୁରୀ)ଯୁବତୀ ର ଆତ୍ମହତ୍ୟା।ସୋମବାର ଦିନ କୁକୁଡାଖଣ୍ଡି ବ୍ଲକ ସମ୍ମୁଖ ଏକ ଭଡାଘରେ ରହୁଥିବା ରାଣୀ ପ୍ରଧାନ(୨୧)ନାମକ ଜଣେ ଯୁବତୀ ଶରୀରରେ ପେଟ୍ରୋଲ ଢାଳି ନିଆଁ…
ଲିମ୍ବଫଳର ଅଭାବୀ ବିକ୍ରି ଅଭିଯୋଗ
ଲିମ୍ବଫଳର ଅଭାବୀ ବିକ୍ରି ଅଭିଯୋଗ ନୂଆପଡା 8 6 2024 (ଓମ୍ ପ୍ରକାଶ ଚୌଧୁରୀ)ନୂଆପଡା ଜିଲ୍ଲାର ଗରିବ ଏବଂ ଆଦିବାସୀଙ୍କ ଜୀବନ ଜିବିକାରେ ଲିମ୍ବଫଳ ଅନ୍ୟତମ ।…