କୁଲିତାଟୁକରା ପ୍ରାଥମିକ ଉ ପ୍ରା ବିଦ୍ୟାଳୟର ୬୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ସାଧାରଣ ତନ୍ତ୍ର ଦିବସ କୁଲିତାଟୁକରା ପ୍ରାଥମିକ ଉ ପ୍ରା ବିଦ୍ୟାଳୟ ଠାରେ ୬୭ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ଠାରେ ମାଁ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା, ଏଥିରେ ଟ୍ରଷ୍ଟ ପକ୍ଷରୁ ସେକ୍ରେଟାରୀ ଶରତ କୁମାର ମହାନା ପରିଚାଳନା କରିଥିଲେ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞଶିନୀ ମିଶ୍ର ସମେତ ଅନ୍ୟାନ୍ୟ ଶିକ୍ଷୟତ୍ରୀ ମାନେ ଓ ଜିଜ୍ଞାସୁ ମହାରଣା ସହଯୋଗ କରିଥିଲେ।କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।। ପରିଶେଷରେ ସୁମନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
