କୁକୁଡାଖଣ୍ଡି ବ୍ଲକରେ କୁକୁଡାଖଣ୍ଡି ବ୍ଲକରେ ନୈରାସ୍ୟ ଜନକ ମାଟ୍ରିକ ଫଳ ଜନକ ମାଟ୍ରିକ ଫଳ।କୁକୁଡାଖଣ୍ଡି :-ଚଳିତ ବର୍ଷ ର ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି।ଏଥିରେ କୁକୁଡାଖଣ୍ଡି ବ୍ଲକରେ ୨୨ଟି ସରକାରୀ ବିଦ୍ୟାଳୟ ଗୁଡିକ ରେ ନୈରାସ୍ୟ ଜନକ ଫଳ ହୋଇଥିବା ଦେଖିବାକୁ ମିଳିଛି। ବ୍ଲକର ଗୋଟିଏ ହିଁ ବେସରକାରୀ ବିଦ୍ୟାଳୟ ରାଧା କୃଷ୍ଣ ବିଦ୍ୟାପୀଠ ସାତପହଣ୍ଡିଆ ରେ ଜଣେ ଛାତ୍ର ଆଶୁତୋଷ ବିଶୋଇ ୫୨୨ ମାର୍କ ରଖି A1 ରେ ଉର୍ତ୍ତୀନ ହୋଇଛନ୍ତି।ବ୍ଲକର ୨୨ଟି ସରକାରୀ ଓ ୩ଟି ବେସରକାରୀ ବିଦ୍ୟାଳୟ ରେ ଚଳିତବର୍ଷ ୨୦୬୧ଜଣ ଛାତ୍ରଛାତ୍ରୀ ଫର୍ମ ଫିଲାପ କରିଥିବା ବେଳେ ୨୦୩୨ଜଣ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୧୯୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ରେ କ୍ରୁତକାର୍ଯ୍ୟ ହୋଇଥିବା ବେଳେ ୪୦ଜଣ ଅକ୍ରୁତକାର୍ଯ୍ୟ ହୋଇଛନ୍ତି।ବ୍ଲକ ରେ ୧ ଜଣ ଏ୧,୩୪ଜଣ ଏ୨,୧୨୪ଜଣ ବି୧,୨୫୪ଜଣ ବି୨, ୪୯୬ଜଣ ସି ,୬୩୦ଜଣ ଡ଼ି ,୪୫୩ଜଣ ଇ ଗ୍ରେଡ଼ ରେ ଉତ୍ରୀର୍ଣ ହୋଇଥିବା ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀ ସନ୍ତୋଷ ମହାପାତ୍ର ସୂଚନା ଦେଇଛନ୍ତି।କୁକୁଡାଖଣ୍ଡି ରୁ ଇପିଲି ପୂର୍ଣ୍ଣଚନ୍ଦ୍ର ଙ୍କ ରିପୋର୍ଟ୍। ଲୁ
