କାଲି କୋରାପୁଟ ଜିଲ୍ଲାରେ ସବୁ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ବର୍ଷା ପାଇଁ କୋରାପୁଟ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବାରୁ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହା ସହିତ ବର୍ଷା ବେଳେ ଘରୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।ନିଜ ନିଜ ପକ୍କା ଘର କିମ୍ବା ଆଶ୍ରୟସ୍ଥଳରେ ରହିବାକୁ ସେ ଲୋକଙ୍କୁ କହିଛନ୍ତି। ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
Related Posts

ଘୁ.ଉଦୟଗିରି କଂଗ୍ରେସ ଆସ୍ଥାୟୀ କାର୍ଯ୍ୟଳୟ ଠାରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ଅନୁଷ୍ଠିତ.
ଘୁ.ଉଦୟଗିରି କଂଗ୍ରେସ ଆସ୍ଥାୟୀ କାର୍ଯ୍ୟଳୟ ଠାରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ଅନୁଷ୍ଠିତ…. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଘୁ.ଉଦୟଗିରି…

ଶଙ୍କରାଖୋଲ ଛକ ରେ ଛୁରୀ ଭୁସି ହତ୍ୟାକରିଥିବା ଆସାମୀଙ୍କୁ ଗିରଫ କରି ଫାସୀ ଦେବା ପାଇଁ ମୁଖ୍ୟ ରାସ୍ତା ରୋକ
ଶଙ୍କରାଖୋଲ ଛକ ରେ ଛୁରୀ ଭୁସି ହତ୍ୟାକରିଥିବା ଆସାମୀଙ୍କୁ ଗିରଫ କରି ଫାସୀ ଦେବା ପାଇଁ ମୁଖ୍ୟ ରାସ୍ତା ରୋକ……………………………କନ୍ଧମାଳ :-ରିପୋର୍ଟ କୁନା ଦିଗାଲ କନ୍ଧମାଳ ଜିଲ୍ଲା…

ଟିକାବାଲି ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ଧୂମଧାମ ରେ ପାଳିତ
ଟିକାବାଲି ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ଧୂମଧାମ ରେ ପାଳିତ.. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟରେ ରାଜ୍ୟ ସରକାରଙ୍କ…