ମହାରାଷ୍ଟ୍ରରୁ ଜମ୍ମୁ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ୍ସପ୍ରେସ୍ ୱେ’ର ନଦିଆ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଠିକ୍ ସେହି ସମୟରେ ଏକ ଦୃତଗାମୀ କାର୍ ଟ୍ରକ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆଉ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଭିତରେ ୨ ଜଣ ପିଲା ଥିବା ଖେଦା ଏସ୍ପି ରାଜେଶ ଗଦିୟା କହିଛନ୍ତି।
Related Posts
ଏନ୍କାଉଣ୍ଟରରେ ଟଳିଲେ ୨ ମାଓବାଦୀ
ମାଲକାନଗିରି: ସକାଳ ୧୧ଟା ବେଳେ ନକ୍ସଲଙ୍କ ସହ ସାମ୍ନାସାମ୍ନି ହୋଇଥିଲା। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦିନ…
ଗଜପତି ଜିଲ୍ଲା ରେ ଭୋଟର ସଚେତନତା ରଥ ଶୁଭାରମ୍ଭ
ଗଜପତି ଜିଲ୍ଲା ରେ ଭୋଟର ସଚେତନତା ରଥ ଶୁଭାରମ୍ଭ ଗଜପତି ୨୨/୪/ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାରେ ଭୋଟର ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି…
ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଧିକ ମହିଳା ରକ୍ତଦାତା ସ୍ନିଗ୍ଧାରାଣୀ ମିଶ୍ର ଜାତୀୟ ସ୍ଥରରେ ପୁରସ୍କୃତ ହୋଇଛନ୍ତି!
ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଧିକ ମହିଳା ରକ୍ତଦାତା ସ୍ନିଗ୍ଧାରାଣୀ ମିଶ୍ର ଜାତୀୟ ସ୍ଥରରେ ମାଳତୀ ଛିବର ଜାତୀୟ ସ୍ତରର ପୁରସ୍କୃତ କୋରାପୁଟ ୧:୧୦:୨୦୨୪ରକ୍ତଦାନ କ୍ଷେତ୍ରରେ ସଦାଚର୍ଚ୍ଚିତ ନାମ…