କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତର ଦୁର୍ଗମ ଗାଁରେ ଝାଡ଼ାବାନ୍ତି ଆତଙ୍କ। ୪ ଦିନରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ମହିଳା ଜଣକ ହେଲେ କାଣିବାରୁ ଗାଁର ପୂର୍ତ୍ତି ମାଝୀ।
Related Posts
ବିକଶିତ ଭାରତ – ସ୍ଥାୟୀ ଅଭିବୃଦ୍ଧିର ଅଭିନବ ପରିଚାଳନା ସମ୍ପର୍କିତ ଆନ୍ତର୍ଜାତୀୟ ସ୍ତରୀୟ ସମ୍ମିଳନୀ । ୧୫ ଟି ଦେଶର ୧୬୦ ଟି ଉଚ୍ଚକୋଟୀର ସନ୍ଦର୍ଭ ପାଠ ।
ବିକଶିତ ଭାରତ – ସ୍ଥାୟୀ ଅଭିବୃଦ୍ଧିର ଅଭିନବ ପରିଚାଳନା ସମ୍ପର୍କିତ ଆନ୍ତର୍ଜାତୀୟ ସ୍ତରୀୟ ସମ୍ମିଳନୀ । ୧୫ ଟି ଦେଶର ୧୬୦ ଟି ଉଚ୍ଚକୋଟୀର ସନ୍ଦର୍ଭ ପାଠ…
ବରିଷ୍ଠ ନାଗରିକ ଦିବସରେ ଉପକରଣ ବିତରଣ ମେଳା
ବରିଷ୍ଠ ନାଗରିକ ଦିବସରେ ଉପକରଣ ବିତରଣ ମେଳା ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଖଜୁରୀପଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିୟ ବୟସ୍କ ଦିବସ…
ବନାନୀ କଳା ସଙ୍ଗମ ପକ୍ଷରୁ ସାମାଜିକ ନାଟକ ‘ଅଭିନେତ୍ରୀ ‘ମଞ୍ଚସ୍ଥ
ବନାନୀ କଳା ସଙ୍ଗମ ପକ୍ଷରୁ ସାମାଜିକ ନାଟକ ‘ଅଭିନେତ୍ରୀ ‘ମଞ୍ଚସ୍ଥ… କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଜିଲ୍ଲାର ଏକମାତ୍ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବନାନୀ…