କଟକ ସହରରେ ପାର୍ବଣରେ ଡିଜେ ବଜାଇବାକୁ ଅନୁମତି ଦେଲେ ଓଡ଼ିଶା ହାଇକୋର୍ଟ

କଟକ ସହରରେ ପାର୍ବଣରେ ଡିଜେ ବଜାଇବାକୁ ଅନୁମତି ଦେଲେ ଓଡ଼ିଶା ହାଇକୋର୍ଟ

କଟକ : କଟକ ସହରରେ ପାର୍ବଣରେ ଡିଜେ ବଜାଇବାକୁ ଅନୁମତି ଦେଲେ ଓଡ଼ିଶା ହାଇକୋର୍ଟ।କଟକ ସହର ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ଦେଲେ ନିର୍ଦ୍ଦେଶ। ୬୫ ଡେସିବେଲ୍‌ ଭିତରେ ରହିବ ଶବ୍ଦ।ରାସ୍ତାଘାଟ ମରାମତି ନେଇ ବି ଅସନ୍ତୋଷ ଝାଡ଼ିଲେ ହାଇକୋର୍ଟ।୭ ଦିନ ଭିତରେ ରାସ୍ତାଘାଟ ମରାମତି କରିବାକୁ ଦେଲେ ନିର୍ଦ୍ଦେଶ।ରାସ୍ତା ଉପରେ ତୋରଣ ନିର୍ମାଣ ବାବଦରେ ତାଗିଦ କଲେ କୋର୍ଟ।

Leave a Reply

Your email address will not be published. Required fields are marked *