କଟକ ଓ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ତାଣ୍ଡବ

ଭୁବନେଶ୍ୱର: ଗତକାଲି ରାତିରେ ତାଣ୍ଡବ ରଚିଲା କାଳବୈଶାଖୀ ବର୍ଷା ଓ ପବନ ସହ ବିଜୁଳି ଓ ଘଡ଼ଘଡ଼ି।

ଭୁବନେଶ୍ୱରରେ ୭୬.୮ ମିମି ବର୍ଷା ରେକର୍ଡ କରାଯାଇଛି। ରାଜଧାନୀର ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶିଯାଇଥିଲା ଓ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିଲା।

କଟକ ସହର ବାଦାମବାଡ଼ି ଓ ବିଡାନାସୀ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ଏହା ଦ୍ବାରା ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ପାରାଦ୍ବୀପରେ ୫୧.୪, ପୁରୀରେ ୩୭.୮, ବାଲେଶ୍ଵରରେ ୩୫ ଓ ଚାନ୍ଦବାଲିରେ ୩୨ ମିମି ବର୍ଷା ହୋଇଛି।
ରାଜ୍ୟରେ ମେ ୧୫ ତାରିଖ ଯାଏଁ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି। ତେବେ ମେ ୧୭ ରୁ ପୁଣି ବଢ଼ିବ ତାତି। ପୁଣି ୨୩ ରୁ ମିଳିବ ଆଶ୍ୱସ୍ତି।

ଭୁବନେଶ୍ୱର: ଗତକାଲି ରାତିରେ ତାଣ୍ଡବ ରଚିଲା କାଳବୈଶାଖୀ ବର୍ଷା ଓ ପବନ ସହ ବିଜୁଳି ଓ ଘଡ଼ଘଡ଼ି।ଭୁବନେଶ୍ୱରରେ ୭୬.୮ ମିମି ବର୍ଷା ରେକର୍ଡ କରାଯାଇଛି। ରାଜଧାନୀର ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶିଯାଇଥିଲା ଓ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିଲା।କଟକ ସହର ବାଦାମବାଡ଼ି ଓ ବିଡାନାସୀ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ଏହା ଦ୍ବାରା ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।ପାରାଦ୍ବୀପରେ ୫୧.୪, ପୁରୀରେ ୩୭.୮, ବାଲେଶ୍ଵରରେ ୩୫ ଓ ଚାନ୍ଦବାଲିରେ ୩୨ ମିମି ବର୍ଷା ହୋଇଛି।ରାଜ୍ୟରେ ମେ ୧୫ ତାରିଖ ଯାଏଁ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି। ତେବେ ମେ ୧୭ ରୁ ପୁଣି ବଢ଼ିବ ତାତି। ପୁଣି ୨୩ ରୁ ମିଳିବ ଆଶ୍ୱସ୍ତି।

Leave a Reply

Your email address will not be published. Required fields are marked *