ଓଲଟିଲା ଓଏସ୍ ଆର୍ ଟି ସି ବସ୍; ଜଣେ ମୃତ, ୪୫ ଆହତ
ପାଲଲହଡ଼ା: ଅନୁଗୁଳ ଜିଲ୍ଲାରେ ଓଲଟିଲା ଓଏସ୍ ଆର୍ ଟି ସି ବସ୍।ବସ୍ ଓଲଟି ୪୫ ଜଣ ଆହତ ହୋଇଛନ୍ତି।ସମଲ ଥାନା ପବିତ୍ରନଗର ପାଖ ଆଶ୍ରମ ନିକଟରେ ଦୁର୍ଘଟଣା ଘଟିଛି।ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ଅନୁଗୁଳ ଆସୁଥିବା ବେଳେ ଓଲଟିଲା ବସ୍।
The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group