ଓଡ଼ିଶା କ୍ରିକେଟ୍ ଏକାଡେମୀକୁ କାରଣ ଦର୍ଶାଅ ନୋଟିସ୍କଟକ: କଟକ ବାରବାଟୀରେ ଓଡିଆଇ ମ୍ୟାଚ ବେଳେ ଲାଇଟ୍ ବନ୍ଦ ଘଟଣାରେକାରଣ ଦର୍ଶାଅ ନୋଟିସ୍ ଜାରି କଲା ରାଜ୍ୟ କ୍ରୀଡ଼ା ବିଭାଗ।କାହିଁକି ଲାଇଟ୍ ବନ୍ଦ ହେଲା ଉତ୍ତର ରଖିବାକୁ ଓଡ଼ିଶା କ୍ରିକେଟ୍ ଏକାଡେମୀକୁ ନିର୍ଦେଶ ଦିଆଯାଇଛି।୧୦ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦେଶ ଦେଇଛି କ୍ରୀଡ଼ା ବିଭାଗ।ଲାଇଟ ବନ୍ଦ ପାଇଁ ୩୦ ମିନିଟ ବନ୍ଦ ରହିଥିଲା ଖେଳ।
Related Posts

ଗଜପତିରେ ବିଶ୍ବ ଆଦିବାସୀ ଦିବସ ପାଳିତ..
ଗଜପତିରେ ବିଶ୍ବ ଆଦିବାସୀ ଦିବସ ପାଳିତ.. ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଆଜି ବିଶ୍ଵ ଆଦିବାସୀ ଦିବସ ଅବସରରେ ଗୁମ୍ମା ବ୍ଲକ ତାରଙ୍ଗଡା ପଞ୍ଚାୟତର ପାରଶମ୍ଵା ଠାରେ ଅଖିଳ…

A review meeting on several district council schemes was held today under the chairmanship of Koraput Collector
Koraput:A review meeting on several district council schemes was held today under the chairmanship of Koraput Collector. The meeting was…

ସୁଭଦ୍ରା ଯୋଜନାର ଲାଭ ଉଠାଇବାକୁ ସୁନା ବନ୍ଧକ ରଖି ମୋବାଇଲ କିଣିଲେ
ସୁଭଦ୍ରା ଯୋଜନାର ଲାଭ ଉଠାଇବାକୁ ସୁନା ବନ୍ଧକ ରଖି ମୋବାଇଲ କିଣିଲେ ଗଜପତି (ମନୋଜ କୁମାର ପାଢୀ ): ଗଜପତି ଜିଲା ଆର. ଉଦୟଗିରି ବ୍ଲକରେ ‘ସୁଭଦ୍ରା’…