ଓଡ଼ିଶା ଉପକୂଳରେ ମାଛଧରା ବନ୍ଦ

ପାରାଦୀପ: ଆଜିଠୁ ୬୧ ଦିନ ଯାଏଁ ଓଡ଼ିଶା ଉପକୂଳରେ ମାଛଧରା ବନ୍ଦ। ମତ୍ସ୍ୟ ସଂରକ୍ଷଣ ପାଇଁ ନିଆଯାଇଛି ଏହି ପଦକ୍ଷେପ।ମତ୍ସ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, କେବଳ ସାଢ଼େ ୮ ମିଟର ଡଙ୍ଗାରେ ମାଛ ଧରାଯାଇପାରିବ।

ଜୁନ୍ ୧୪ ଯାଏଁ ବଳବତ୍ତର ରହିବ ଏହି କଟକଣା।

Leave a Reply

Your email address will not be published. Required fields are marked *