ଓଡ଼ିଶାର ସରକାରୀ ସ୍କୁଲ୍‌ ହେବ ଗେରୁଆ

ଓଡ଼ିଶାର ସରକାରୀ ସ୍କୁଲ୍‌ ହେବ ଗେରୁଆ

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ସରକାରୀ, ପିଏମ୍‌ ଶ୍ରୀ ସ୍କୁଲ୍‌ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ରହିଛି।ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା ଓସେପା।ସ୍କୁଲ୍‌ ନିର୍ମାଣ ଓ ମରାମତି ବେଳେ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଅରେଞ୍ଜ ଟ୍ୟାନ-ଏନ୍‌ (ଗେରୁଆ) କରିବାକୁ ଜାରି ହେଲା ନିର୍ଦ୍ଦେଶ।

Leave a Reply

Your email address will not be published. Required fields are marked *