ଓଡ଼ିଶାର ସବୁ ବନ୍ଦରକୁ ୧ନଂ ବିପଦ ସଙ୍କେତ ଜାରି

ଓଡ଼ିଶାର ସବୁ ବନ୍ଦରକୁ ୧ନଂ ବିପଦ ସଙ୍କେତ ଜାରି

ଭୁବନେଶ୍ୱର: ଲଘୁଚାପ ଅବପାତରେ ପରିଣତ ହୋଇଛି।ପାରାଦୀପଠାରୁ ୭୩୦ କିମି ଦକ୍ଷିଣ-ପୂର୍ବରେ ଅଛି।କାଲି ଘନୀଭୂତ ହୋଇ ସାମୁଦ୍ରକି ଝଡ଼ର ରୂପ ନେବ।୨୪ ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ।ପୁରୀ-ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା ରହିଛି।ଓଡ଼ିଶାର ସମସ୍ତ ବନ୍ଦରକୁ ୧ନଂ ବିପଦ ସଙ୍କେତ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *