ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ
ଭୁବନେଶ୍ୱର: ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ ବୋଲି ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ମନ୍ତ୍ରୀ କହିଲେ ଜେ ଯେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ରହିଛି।
ତାଳଚେର ଓ କନ୍ଧମାଳରେ ଖୁବ୍ ଶୀଘ୍ର ମେଡିକାଲ କଲେଜ ଆରମ୍ଭ ହେବ ।
ମେଡିକାଲ କଲେଜ ଏବଂ ଅଧ୍ୟାପକ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଉଛି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଖସଡ଼ା ପ୍ରସ୍ତୁତ କରାଯାଇ ସବୁ ଜିଲ୍ଲା ମୁଖ୍ୟାଳୟରେ ଖୋଲିବ କଲେଜ।