ଓଡ଼ିଶାରେ ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର ଭୁବନେଶ୍ୱର: ଓଡ଼ିଶାରେ ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର।ପ୍ରଥମରୁ ୫ମ ପିଲାଙ୍କ ପାଇଁ ୭.୬୪ ପଇସାକୁ ବଢ଼ିଲା।ପୂର୍ବରୁ ୫ ଟଙ୍କା ୯୦ ପଇସା ଥିଲା।ଷଷ୍ଠରୁ ୮ମ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି କରଯାଇଛି।ପୂର୍ବରୁ ଥିଲା ୮ ଟଙ୍କା ୮୨ ପଇସା।
Related Posts

ରେଡକ୍ରସ ପିଲା ପାଳିଲେ ବିଶ୍ଵ ଏଡ଼ସ ଦିବସ ।
ରେଡକ୍ରସ ପିଲା ପାଳିଲେ ବିଶ୍ଵ ଏଡ଼ସ ଦିବସ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ. ଭାଲିଆସାହି ସରକାରୀ…

ଚିକିତ୍ସା କରିବା ସତ୍ତ୍ୱେ ରୋଗ ଭଲ ହେଲା ନାହିଁ, ଶେଷରେ ବିଷ ପିଇ ଆତ୍ମହତ୍ୟା କରିଦେଲେ
ଚିକିତ୍ସା କରିବା ସତ୍ତ୍ୱେ ରୋଗ ଭଲ ହେଲା ନାହିଁ, ଶେଷରେ ବିଷ ପିଇ ଆତ୍ମହତ୍ୟା କରିଦେଲେ ଆର.ଉଦ଼ୟଗିରି୧୨।୨( ମନୋଜ କୁମାର ପାଢୀ): ରୋଗ ଭଲ ନ ହେବାରୁ…

ବିଡ଼ିଓଙ୍କ ଅଫିସ ପାଲଟିଛି ବିଜେଡିର ପ୍ରଚାର ପେଣ୍ଠ |
ଗଜପତି ଜିଲ୍ଲା ଅନ୍ତର୍ଗତ ଗୋଷାଣୀ ବ୍ଲକରେ ଦେଖିବାକୁ ମିଳିଛି ଏକ ଏଭାବନୀୟ ଘଟଣା । ଏଠାରେ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଛି ବୋଲି ବିଜେପି…