ଓଡ଼ିଶାରେ ବଢ଼ିବ ବ୍ଲକ୍ ଓ ତହସିଲ୍ ବଢ଼ିବ

ଓଡ଼ିଶାରେ ବଢ଼ିବ ବ୍ଲକ୍ ଓ ତହସିଲ୍ ବଢ଼ିବ

ଭୁବନେଶ୍ୱର: ଓଡ଼ିଶାରେ ଖୁବ୍‌ଶୀଘ୍ର ବଢ଼ିବ ବ୍ଲକ୍ ଓ ତହସିଲ୍ ସଂଖ୍ୟା।ଏନେଇ ଲୋକଙ୍କ ଦାବି ଥିବା ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।ମନ୍ତ୍ରୀ କହିବା ଅନୁଯାୟୀ, ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ବ୍ଲକ୍ ଛୋଟ ହେବା ଦରକାର। ୫୦ ବର୍ଷ ହେବ ପୁନର୍ଗଠନ ହୋଇନି, ବ୍ଲକ ଓ ତହସିଲ୍‌, ‘୩ରୁ ୪ ପଞ୍ଚାୟତକୁ ନେଇ ଗୋଟିଏ ଆର୍ ଆଇ ରହିଁଛି। ପ୍ରତି ପଞ୍ଚାୟତରେ ଆର୍ ଆଇ ରହିବେ।ଏନେଇ ଲୋକଙ୍କ ଦାବି ବିଚାରାଧୀନ ଅଛି। ନିୟମ ଅନୁସାରେ ନିଷ୍ପତ୍ତି ନେବେ ସରକାର ବୋଲି କହିଛନ୍ତି ମନ୍ତ୍ରୀ।

Leave a Reply

Your email address will not be published. Required fields are marked *