ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ ବାଘ । ରାଜ୍ୟର ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ଆସିଛି ଏହି ତଥ୍ୟ । ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନବିଭାଗ । NTCA ରିପୋର୍ଟ ଅନୁସାରେ ୨୦୨୨ରେ ଥିଲେ ୫୬୮ କଲରାପତରିଆ । ୨୦୧୮ରେ କଲରାପତରିଆ ବାଘ ସଂଖ୍ୟା ଥିଲା ୭୬୦ ।
Related Posts
ନିଷ୍ଠା ପରିବାର ସଂଯୋଜକ ତଥା ସକ୍ରିୟ ସଦସ୍ୟ ଶ୍ରୀମାନ ଲବ ସାହୁ କଂ ଜନ୍ମ ଦିନ ଅବସରରେ ରେ ରକ୍ତ ଦାନ ଶିବିର ୩୩ୟୁନିଟ ରକ୍ତ ସଂଗୃହୀତ ହୋଇ ଯାଇଛି।
ନିଷ୍ଠା ପରିବାର ସଂଯୋଜକ ତଥା ସକ୍ରିୟ ସଦସ୍ୟ ଶ୍ରୀମାନ ଲବ ସାହୁ କଂ ଜନ୍ମ ଦିନ ଅବସରରେ ରେ ରକ୍ତ ଦାନ ଶିବିର ୩୩ୟୁନିଟ ରକ୍ତ ସଂଗୃହୀତ…
ଟିକାବାଲି ବ୍ଲକ ରେ ବି ଜେ ପି ସାଂସଦ ଓ ବିଧାୟକ ପାର୍ଥୀଙ୍କ ଶକ୍ତି ପ୍ରଦର୍ଶନ
ଟିକାବାଲି ବ୍ଲକ ରେ ବି ଜେ ପି ସାଂସଦ ଓ ବିଧାୟକ ପାର୍ଥୀଙ୍କ ଶକ୍ତି ପ୍ରଦର୍ଶନ………………………………………. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି…
ଅଦା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇଥାଏ |
ଅଦା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇଥାଏ | ଭୁବନେଶ୍ୱର:ଲୋକମାନେ ଶୀତଦିନେ ଅଦା ଖାଇବାକୁ ପସନ୍ଦ କରନ୍ତି | ଏଥିରେ ପୋଟାସିୟମ୍, ଫାଇବର, ସୋଡିୟମ୍,…