ଓଡ଼ିଶାରେ ଅଂଶୁଘାତରେ ୩ ଜଣ ମୃତ

ଓଡ଼ିଶାରେ ଅଂଶୁଘାତରେ ୩ ଜଣ ମୃତ

ଭୁବନେଶ୍ୱର: ଓଡ଼ିଶାରେ ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ଏହି ସୂଚନା ଦେଇଛନ୍ତି।
ମୋଟ୍ ୭୮୬ ଅଂଶୁଘାତ ମାମଲା ଆସିଛି।ଢେଙ୍କାନାଳ, ବାଲେଶ୍ବର ଓ ମୟୂରଭଞ୍ଜରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।ଅଂଶୁଘାତରେ ୧୭ ଜଣଙ୍କ ମୃତ୍ୟୁ ଅଭିଯୋଗ ନେଇ ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *